ଆନ୍ଦୋଳନ ବ୍ୟୁର : ରାଜ୍ୟରେ ଦିନକୁ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ ରେପ୍ କେସ ବିଭିନ୍ନ ଥାନାରେ ହୁଏ। ସେଥିମଧ୍ୟରୁ ସତ ବହୁତ କମ ମିଛ ବହୁତ ଅଧିକ। ମାନେ ଲକ୍ଷରେ ୧୦ଟା ସତ ଆଉ ସବୁ ମିଛ। କିନ୍ତୁ ମହିଳା ଆଖିର ଲୁହ ପୁଣି ଜଦି ସୁନ୍ଦରି ହେଲ ବନସ ମିଳିବ ସିମ୍ପାତି। ସେଇଠି ବନ୍ଧା ପଡିଯାଏ ପୁରୁଷର ମାନ ସମ୍ମାନ ଆଉ ଇଜ୍ଜତ, ସେ ବ୍ୟକ୍ତିର ପରିବାରର ଅବସ୍ତା କଣ ହୁଏ ସେ କଥା ଛାଡ। ସଦ୍ୟ ଆମ ରାଜ୍ୟରେ ଚହଳ ପଡିଥିବା ଏକ ଘଟଣା ଜଣେ ଉପରିସ୍ତ ଅଧିକାରୀଙ୍କୁ ଗିରଫ କରାଗଲା, ଅଭିଯୋଗ ଥିଲା ସେ ମୋତେ ଧର୍ଷଣ କରିବାକୁ ଟଣା ଘୋଷରା କଲା। କିନ୍ତୁ ଏବେ ଗୋଟେ ସ୍କ୍ରିନ୍ ସଟ ଭାଇରାଲ ହେଉଛି ଯେଉଁଥିରେ ଉଭୟ ବେସ ମଜା ମଜା ଚାଟ କରିବାରେ ବ୍ୟସ୍ତଅଛନ୍ତି।


ଯାହା ସୂଚାଉଛି ସମ୍ପର୍କର ନିବିଡତା ଏବଂ ବୁଝାଇବାକୁ ବାଧ୍ୟକରୁଛି ଭଲ ସମ୍ପର୍କ ମଧ୍ୟରେ ହୁଏତ କିଛି ହୋଇଥାଇ ପାରେ। ତେବେ କାହିଁକି ଏ ଅଭିଯୋଗ ? ଶୁଣିବାକୁ ମିଳେ ୪ଲକ୍ଷର ଡିମାଣ୍ଡ ଫୁଲ ଫିଲ ନହେବାରୁ ଏ ଦୁର୍ଘଟଣା। କାହାର ବାୟୋଲୋଜିକାଲ ନିଡ୍ ନାହିଁ ଜଦି ଉଭୟଙ୍କ ସହମତିରେ ହୋଇଛି ସେଥିରେ କିଛି ଭୁଲ ନାହିଁ। ଏବେ ସେକଥାକୁ ନେଇ ଅଭିଯୋଗ ଏବଂ ଗିରଫ ଦର୍ଶାଉନିକି ପୁରୁଷ କେତେ ନାଚାର। କେତେଦିନ ଏମିତି ନାରୀର ନିର୍ଯାତନାରେ ପୁରୁଷ ଛଟପଟ ହେବ ? ଉତ୍ତର ଖୋଜିବାର ସମୟ ଆସିଯାଇନିତ। ଏ ସବୁପରେ ଏକଥାବି ସତ ତମେ ଜଣେ ବିବାହିତ ପୁରୁଷ ହୋଇ ଏତେ ଲାଳୁଆମି କାହିଁକି କଲ ? ଏମିତି କାମ କରିବା ପୂର୍ବରୁ ମୋର ଗୋଟେ ପରିବାର ଅଛି , ପିଲା ଅଛନ୍ତି ସେକଥା ଭାବିଲନି ! ଏକଥାବି ଅନ୍ୟ ହିନସ୍ତା ଉପରିସ୍ତ ଅଧିକାରୀ ମାନେ ବୁଝିବା ଦରକାର ନହେଲେ ନେଡିଗୁଡ କହୁଣିକୁ ବୋହିଜିବ ା
