ସତ ଲେଖିଥିଲୁ ଆମେ ଦେବି ଧରିଲେ ଫୁଲ

ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ଶେଷରେ ଦେବି ପଢିଲେ ମୋଦି ମନ୍ତ୍ର , ଯାହା ଆମେ କିଛିଦିନ ତଳେ ଲେଖୀଥିଲୁ ା ତେବେ ସେ ଭୁବନେଶ୍ବରରେ ମିଶିଥିଲା ବେଳେ ବସ୍ତା ନିର୍ବାଚନ ମଣ୍ଡଳିରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ପ୍ରାୟ ଥୟ ା

ଆଗାମି ଦିନରେ ସ୍ପଷ୍ଟ ହେବ ଦେବୀ ବିଜେପିକୁ କେତେ ଲାଭବାନ କରିପାରୁଛନ୍ତି ା ସବୁଠାରୁ ବଡ କଥାରହିଛିକି ଦେବିଙ୍କୁ ବସ୍ତା ବିଜେପି କୋଳେଇ ନେବ ନେ ବିରୋଧ କରିବ ଯାହା ଆଗାମି ଦିନରେ ସେମ୍ନାକୁ ଆସିବ ା

Leave a Reply

Your email address will not be published. Required fields are marked *