ସୋର: ସୋରରେ ବାତ୍ୟା ଫନିର ତାଣ୍ଡବ ଗଲା ପରେ ପରେ ଅସହ୍ୟ ଖରାର ତାତି ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିଛି । ସଂନ୍ଦ୍ୟାବେଳେ ଖରାର ତାପମାତ୍ରା ଟିକେ କମିବା ପରେ ଦାଉ ସାଧୁଛି କାଳ ବୈଶାଖୀର ତାଣ୍ଡବ । ଧୁଳି ଝଡ ସାଙ୍ଗକୁ ଅତ୍ୟାଧିକ ମାତ୍ରାରେ ପବନ ଯାହା ଲୋକଙ୍କ ମନରେ ବାତ୍ୟା ଫନିର ସେଇ କରାଳ ରୁପକୁ ଅଉଥରେ ମନେପକାଇ ଦେଇଛି । କାଳ ବୈଶାଖୀ ଏତେ ଶକ୍ତି ଶାଳୀ ଥିଲା ଯେ ଉତ୍ତରେଶ୍ବର ରାସ୍ତା ପଖରେ ଥିବା ଉଠା ଦୋକନୀ ଗୁଡିକୁ ଧରାଶାୟୀ କରିଦେଉଥିଵାର ଚିତ୍ର ଅପଣ ମାନେ ଦେଖିପାରିବେ ।
