ପୁଣି ଡଲିଙ୍କ ନେତ୍ରୁତ୍ବକୁ ଧକ୍କା, ସୋର କଂଗ୍ରେସ ଧୂଳିସାତ, କଂଗ୍ରେସ ଛାଡିଲେ କଂଗ୍ରେସ ବ୍ଲକ ସଭାପତି

ସୋର : ଡଲିଙ୍କ ନେତ୍ରୁତ୍ବରେ ଅଶନ୍ତୋସ କର୍ମିଠୁ ନେତା ା ହତବାକ କାର୍ତିକ ମହାପାତ୍ରଙ୍କ ଝିଅ ଅତସି ମହାପାତ୍ର (ଡଲି) ା ବାପାଙ୍କ ଗଡ ନିଜ ସାମ୍ନାରେ ଭାଙ୍ଗି ରୁଜି ଛାର ଖାର ହୋଇଯାଉଥିବା ବେଳେ ସମ୍ବାଳି ବାରେ ଅଖ୍ୟମ ହେବା ସାଧାରଣ ଲୋକଙ୍କୁ କଂଗ୍ରେସ ପ୍ରତି ଆସ୍ତା ହରାଇବାକୁ ବାଧ୍ୟ କରୁଛି ା ତେବେ ଆଜିର ମିଶ୍ରଣ ଖାଲି ଅତସି ମହାପାତ୍ରଙ୍କୁ ହତାସ କରିନି ସମସ୍ତ କଂଗ୍ରେସ କର୍ମିଙ୍କୁ ହତାସ କରିଛି ା ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସର ବ୍ଲକ ସଭାପତି ସରୋଜ ମହାପାତ୍ର ା ତେବେ ଆଗାମି ଦିନରେ ଆହୁରି ବହୁ ସୋର କଂଗ୍ରେସର ଟାଣୁଆନେତା କଂଗ୍ରେସ ଛାଡି ବିଜେଡିରେ ମିଶିବାର ସମ୍ବାବନା ରହିଥିବା ବେଳେ ସୋର କଂଗ୍ରେସ ଧୂଳିସାତ ହେବାସହ ସୋରର ବିଜେପି କଂଗ୍ରେସ ଠାରୁ ଶକ୍ତି ଶାଳି ହେବା ଥୟ ା ତେବେ କଂଗ୍ରେସକୁ ରଖ୍ୟାକରିବା ପାଇଁ ଅତସି ମହାପାତ୍ରଙ୍କ ବଦଳରେ ଶ୍ରିକାନ୍ତ ଜେନା ନହେଲେ ରାଜେସ ମହାପାତ୍ର ବ୍ଲକ ଦାଇତ୍ବ ନେଲେ କଂଗ୍ରେସ ଧୂଳିସାତ ହେବାରୁ ବର୍ତ୍ତୀଯାଇ ପାରିବ ବୋଲି ରାଜନୈତିକ ସମିଖ୍ୟକ ମାନେ ମତ ରଖୁଛନ୍ତି ା ଅନ୍ୟପଟେ ବିଜେଡିର ଜୟରାମ ଦାସ (ନେପୁ) କଂଗ୍ରେସ ଛାଡି ଆସିଥିଲେ ଆଜିର ସରୋଜ ମହାପାତ୍ରଙ୍କ ମିଶ୍ରଣ ଜୟରାମ ଓ ସରୋଜଙ୍କ ବାପ ପୁଅଯୋଡି ଫେରିଲା ବୋଲି ରାଜନୈତିକ ମହଲରୁ ଶୁଭିଲାଣି ା

Leave a Reply

Your email address will not be published. Required fields are marked *