ଭୁବନେଶ୍ୱର :କଂଗ୍ରେସ ପୁଣି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବଡ଼ସାହି ପାଇଁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପରମାଣିକ, ସିମୁଳିଆରୁ ଅନନ୍ତ ସେଠୀ ଓ ଚାନ୍ଦବାଲିରୁ ଦିଗମ୍ବର ଦାସଙ୍କ ନାମ ଘୋଷଣା କରାଯାଇଛି। ତେବେ ସୁରେନ୍ଦ୍ରଙ୍କୁ ବିଜେଡି ପ୍ରାର୍ଥୀ ନକରିବାରୁ ସେ ବିଜେଡି ଛାଡି କଂଗ୍ରେସରେ ମିଶିଥିଲେ ା ତେବେ ସୋରରେ ତାଙ୍କୁ ସାଧାରଣ ଲୋକ ଗ୍ରହଣ କରିବେକି ନାହିଁ ତାହା ସମୟ କହିବ ା
