କୋଇଲା ବୋଝେଇ ଟ୍ରେନ ରେ ନିଆଁ

ପୁଣି ବାହାନଗା କୋଇଲା ବୋଝେଇ ଟ୍ରେନ ରେ ନିଆଁ ।
କୋଇଲା ବୋଝେଇ ଟ୍ରେନ ରେ ନିଆଁ, ପାରାଦ୍ବିପରୁ ଖଡଗପୁରରେ ଯାଉଥିବା ଟ୍ରେନ ରେ ନିଆଁ। ବାହାନଗା ଷ୍ଟେସନରେ ଅଟକିଛି କୋଇଲା ବୋଝେଇ ଟ୍ରେନ। ୫୯ ବଗିଥିବା ଟ୍ରେନ ର ୧୬ ନଂ ଡବାରେ ଲାଗିଛି ନିଆଁ। ସୋର ଦମକଳ ବହନୀ ଘଟଣାସ୍ଥଳରେ ନିଆଁକୁ ଆୟତ କରିଛି।

Leave a Reply

Your email address will not be published. Required fields are marked *