ଭୁବନେଶ୍ବର: କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯଉଛି। ଏଥିସହ…
Category: ରାଜ୍ୟ
ଜଳେଶ୍ବର ପାଲଟିଛି କ୍ରିମିନାଲଙ୍କ ହବ୍ ସେଣ୍ଟ୍ ର
ଜଳେଶ୍ୱର : ( ବିନୟ ପ୍ରଧାନ ) ଡ୍ରଗ୍ସ କାରବାରରେ ପୋଲିସର ସମ୍ପୃକ୍ତି ଘଟଣା ଖାକିକୁ କଳଙ୍କର ଦାଗ ନ ଲିଭୁଣୁ…
ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ…
ଏକାଧିକ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ : ୪ ଗୁରୁତର
ରାଜଧାନୀରେ ଆଜି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରର ଉପକଣ୍ଠରେ ମେଣ୍ଢାଶାଳ ଛକରେ ଏକ ପଥର ବୋଝେଇ ଟ୍ରକ ଏକାଧିକ…
କୋଭିଡ ପ୍ରଭାବ: ବିନା ତହସିଲଦାରରେ ଚାଲିଛି ତହସିଲ ଅଫିସ
ଦିନକୁ ଦିନ କରୋନା ଭୟାବହ ରୂପ ନେବାରେ ଲାଗିଛି । କରୋନା ଅନେକ ଲୋକଙ୍କ ପ୍ରାଣ ନେବା ସହିତ ଏଥିପାଇଁ ସାଧାରଣ…
ରାଜଧାନୀରେ ବଢ଼ୁଛି ନିଶା କାରବାର : ବିପୁଳ ପରିମାଣର ଗଞ୍ଜେଇ ଜବଦ
ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ବୁଧବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ।…
୬୯୯ ଅଚଳ ଆଇନ ବନ୍ଦ ହେବ : ‘ଓଡ଼ିଶା ରିପିଲିଂ ବିଲ୍-୨୦୨୦’
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୪୬ବର୍ଷ ହେଲା ଶତାଧିକ ପୁରୁଣା କାଳିଆ ଆଇନ କେବଳ କାଗଜପତ୍ରରେ ଚାଲୁ ରହିଛି। ଯାହାକି କାଳକ୍ରମେ ସାଂପ୍ରତିକ…
ଡାକି ଆଣିଲେ – ସମ୍ଭାଳି ପାରିଲେ ନାହିଁ ନବୀନ
ସୁରତରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବଡଧରଣର ବାହୁଡା ପର୍ବ ଆରମ୍ଭ ହୋଇଛି ା ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ…
ଅଟୋ ଚାଳକ ଚୋର : ପୋଲିସ କେତେ ନେଇ ଆଜିପର୍ଯର୍୍ୟନ୍ତ ସୁଯୋଗ ଦେଇ ଚାଲିଥିଲା
ମୟୂରଭଞ୍ଜ ଜିଲା, ବଡ଼ସାହି ପୁଲିସକୁ ଶନିବାର ବଡ଼ ସଫଳତା ମିଳିଛି। ସିରିଜ ବାଇକ ଚୋରି ମାମଲାର ତଦନ୍ତର ଅଗ୍ରଗତିରୁ ଏହି…
ସୁକାନ୍ତ ନିଜେ ଚାହ୍ଲୁଣି : ସେ କହୁଛନ୍ତି ଛୁଞ୍ଚିତ ଗାଣ୍ଡିକୁ ଅନା
ନୀଳଗିରି: କଥାରେ ଅଛି ଗୋଦଡିଲ ତୋ ଗୋଡକୁ ଅନା , ନୀଳଗିରି ବିଧାୟକ ସୁକାନ୍ତ ନାୟକ ନିଜର ଗୋଡ ଗୁଦୁଡା ହେବା…
