ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ୍ ସେବା ବାତିଲ୍

ଭୁବନେଶ୍ବର : ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ୍ ରେଳପଥ ଅଧୀନ ବ୍ରଜରାଜନଗର ରେଳ ଷ୍ଟେସନରେ ଚତୁର୍ଥ ଲାଇନ ସଂଯୋଗକୁ କାର୍ଯ୍ୟକ୍ଷମ କରିବା ପାଇଁ…

ଶିଳ୍ପାଞ୍ଚଳରେ ନାହିଁ ରାତ୍ରି ଆଶ୍ରୟସ୍ଥଳ, ଅସହ୍ୟ ଶୀତରେ ଖୋଲା ଆକାଶ ତଳେ ନିରାଶ୍ରୟ

ବ୍ୟାସନଗର : କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରରେ ନାହିଁ ରାତ୍ରି ଆଶ୍ରୟସ୍ଥଳ। ଅନ୍ୟ ଦିନରେ ଚଳିଯାଉଥିଲା ହେଲେ ଶୀତଦିନରେ ଲୋକେ…

ମହାବୀର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପୁରୀ : ପୁରୀ ମହାବୀର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରତିମୂର୍ତ୍ତିରୁ ତାଡ଼ିନେଲେ ସୁନା ଆଖି, ହାତ, ଗୋଡ଼ର ଖଡୁ, ରୂପା…

୫୫ ନମ୍ବର ଜାତୀୟ ରାଜପଥରେ ବସ୍‌ ଚଳାଚଳ ବନ୍ଦ

ତାଳଚେର : ୫୫ ନମ୍ବର ଜାତୀୟ ରାଜପଥରେ ବସ୍‌ ଚଳାଚଳ ବନ୍ଦ । ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ…

ପ୍ରଧାନମନ୍ତ୍ରୀ ଆବାସ ଘରରୁ ବଞ୍ଚିତ ଭିନ୍ନକ୍ଷମ

ଗୁଡ଼ଭେଳା : ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ ଖର୍ଡ଼ାରେ ଭିନ୍ନକ୍ଷମ ଇଷ୍ଟ ବାଗଙ୍କ ପରିବାର…

ଚୋରର ଅଜବ କାଣ୍ଡ, ଧରା ପଡ଼ିବା ଭୟରେ ଘରେ ନିଆଁ ଲଗାଇଦେଲା

ବଲାଙ୍ଗିର : ଚୋରର ଅଜବ କାଣ୍ଡ । ଚୋରି କଲା ଆଉ ଘରେ ନିଆଁ ବି ଲଗାଇଲା । ବଲାଙ୍ଗିର ସହରରେ…

ସାଲେପୁରେ ସିରିଜ୍ ଦୁର୍ଘଟଣା, ୬ ଗୁରୁତର

ସାଲେପୁର : ସିରିଜ୍ ଦୁର୍ଘଟଣା । ସାଇକେଲ ଆରୋହୀ ଓ ବାଇକ ଆରୋହି ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୬…

ବଢୁଛି ଶୀତର ପ୍ରକୋପ

କରଞ୍ଜିଆ : ଖସୁଛି ପାରଦ ବଢୁଛି ଶୀତ । ସାରା ଓଡ଼ିଶାରେ ଶୀତର ଲହରୀ ଜାରି ରହିଥିବା ବେଳେ ଶିମିଳିପାଳ ଜାତିୟ…

ଘରେ ଶୋଇଥିବା ଅବସ୍ଥାରେ ଲାଗିଲା ନିଆଁ

ଘଟଗାଁ : ଶୋଇଥିବା ଅବସ୍ଥାରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ପରିବାର ଲୋକେ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ବ୍ଲକ୍…

ମାଲକାନଗିରି ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ମାମଲାରେ ପ୍ରତିବାଦ କଲେ ଛତ୍ରପୁର ସାମ୍ବାଦିକ

ଖଲ୍ଲିକୋଟ : ମାଲକାନଗିରି ଜିଲ୍ଲାର ପାଞ୍ଚଜଣ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି । ଏହି ଘଟଣାର ପ୍ରତିବାଦରେ ଆଜି ଛତ୍ରପୁର…