ଅଜଣା ଗାଡ଼ି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କାମାକ୍ଷାନଗର : ଅଜଣା ଗାଡ଼ି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ମେଡିକାଲର ସଫେଇ…

ରାସ୍ତାରେ ଲାଗିଛି ମାଓ ବ୍ୟାନର, ଭୋଟ ବର୍ଜନ ପାଇଁ ଆହ୍ୱାନ

ପଦ୍ମପୁର : ରାସ୍ତାରେ ଲାଗିଛି ମାଓ ବ୍ୟାନର । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ…

କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଖୋଲାଖୋଲି ଭାବେ ଟଙ୍କା ବାଣ୍ଟୁଛନ୍ତି ବିଜେଡି ଦଳର ନେତା

ଭୁବନେଶ୍ବର : ଶାସକ ବିଜେଡି କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି । ସରକାରୀ ଅଧିକାରୀ ଓ ପୁଲିସ…

୫ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁ କରୁ ବଡ଼ ଘୋଟାଲାର ପର୍ଦ୍ଦାଫାସ୍

ଭୁବନେଶ୍ବର : ୫ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁ କରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ବଡ଼ ଘୋଟାଲାର…

ସରକାରୀ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିବା ଘଟଣା, କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପୁଲିସର ତନାଘନା

ବାରିପଦା : ଦୁଇ ସରକାରୀ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିବା ଘଟଣାରେ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କ…

ଟଙ୍କା ବଣ୍ଟା ଅଭିଯୋଗ ନେଇ ପର୍ଥୀଙ୍କୁ ନୋଟିସ

ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ଟଙ୍କା ବଣ୍ଟା ରାଜନୀତି ଘଟଣାରେ ସୁନ୍ଦରପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା…

ଭଦ୍ରକ ଧାମନଗରରେ ନିର୍ବାଚନୀ ହିଂସା, ଦିବ୍ୟାଙ୍ଗ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ : ଭଦ୍ରକ ଧାମନଗରରେ ନିର୍ବାଚନୀ ହିଂସା । ଖଡିପଦା ପଞ୍ଚାୟତ କାଞ୍ଜିଆପାଳ ଗାଁରେ ଦିବ୍ୟାଙ୍ଗ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ…

ମିଲରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ହତାଶ

ଆଠଗଡ : ଆଠଗଡ ବ୍ଲକର ଜୋରନ୍ଦା ପ୍ରାଥମିକ ସେବା ସମବାୟ ସମିତି ଧାନମଣ୍ଡିରେ ମିଲରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଶତାଧିକ ଚାଷୀ…

ଅଣ ଓଡିଆ ଯୁବକଙ୍କର ଏକ ଅଭିନବ ପ୍ରୟାସ, ସାଇକେଲରେ ସାରା ଭାରତ ବୁଲି ସମସ୍ତ ଭାରତବାସୀଙ୍କ ନିକଟରେ ‘ବେଟି ବଚାଓ’ ଓ ‘ସଡକ ସୁରକ୍ଷା’ର ବାର୍ତ୍ତା ପହଁଚାଇବା

ହରଭଙ୍ଗା : ବେଟି ବଚାଓ, ସଡକ ସୁରକ୍ଷା ଅଭିଯାନରେ ଜଣେ ଅଣ ଓଡିଆ ଯୁବକଙ୍କ ସାଇକେଲରେ ଭାରତ ଭ୍ରମଣ ଯାତ୍ରା କରି…

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡାଳିରେ ଜମୁଛି ନିର୍ବାଚନ ତାତି, ମୈଦାନରେ ୫ ନୂଆ ମୁହଁ

ହରଭଙ୍ଗା : ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ୯ ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।…