ପଞ୍ଚାୟତରେ ନୂତନ ସାପ୍ତାହିକ ହାଟ ନିମନ୍ତେ ସରପଞ୍ଚଙ୍କ ପଦକ୍ଷେପ

ବଣାଇ : ବଣାଇ ବ୍ଲକ୍ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦରେଇକଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତକାଲି, କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିସାନଙ୍କ ଅଧ୍ୟକ୍ଷତାରେ…

ଶିକ୍ଷା ବିଭାଗର ଅଜବ ନୀତି : ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର, ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କୁ ଭେଟିଲେ ନବ ନିର୍ବାଚିତ ସରପଞ୍ଚ

ଭଦ୍ରକ : “ସଭିଏ ପଢନ୍ତୁ ସଭିଏ ବଢନ୍ତୁ” ଭଳି ବିଭିନ୍ନ ବିଭିନ୍ନ ପ୍ରକାର ଯୋଜନାରେ ଅନ୍ତର୍ଗତ କରି ପିଲାଙ୍କୁ ବିଦ୍ୟାଳୟ ପ୍ରତି…

ଗୋସେବକଙ୍କୁ ଗୋ-ଚାଲାଣକାରୀଙ୍କ ଗୁଳିମାଡ : ୨ ଗୁରୁତର

କରଞ୍ଜିଆ : ଯଶୀପୁର ଟୋଲଗେଟ୍‍ ନିକଟରେ ଆଜି ଭୋର ସମୟରେ ଗୁଳିମାଡ ହୋଇଛି । ଗୋସେବକଙ୍କୁ ଗୋ-ଚାଲାଣକାରୀଙ୍କ ଗୁଳିମାଡରେ ୨ ଜଣ…

ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ, ଦୁଇ ଠକ ଗିରଫ

ଭୁବନେଶ୍ୱର : ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ । ଦୁଇଜଣ ଠକକୁ ଗିରଫ କରିଛି କମିଶନରେଟ ପୋଲିସ ।…

ବାରଣ୍ଡାରେ ଚାଲିଛି ପାଠପଢ଼ା, ୧୦ ଶ୍ରେଣୀକୁ ୫ କୋଠରି

କୁତ୍ରା : ବର୍ତ୍ତମାନ ଓଡ଼ିଶା ସାରା ୫ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବା ବେଳେ କୁତ୍ରା ବ୍ଲକ୍‌ରେ ମଧ୍ୟ…

ସର୍ବକାଳୀନ ରେକର୍ଡ ଛୁଇଁଛି ଗ୍ୟାସ ଦରବୃଦ୍ଧି, ଗ୍ୟାସ ଭରୁନାହାନ୍ତି ଉଜ୍ଜ୍ବଳା ହିତାଧିକାରୀ

ବ୍ୟାସନଗର : ସର୍ବକାଳୀନ ରେକର୍ଡ ଛୁଇଁଛି ଗ୍ୟାସ ଦରବୃଦ୍ଧି । ବ୍ୟାସନଗର ସହରରେ ପ୍ରାୟ ୧୦୪୫ ଟଙ୍କା ରହିଛି । କେଉଁଦିନ…

ଠିକଣା ପାଉନାହାନ୍ତି ଗ୍ରାମବାସୀ : ସେମାନେ କେଉଁ ବ୍ଲକ୍‌ ଏବଂ କେଉଁ ପଞ୍ଚାୟତ ଅଧୀନରେ ଅଛନ୍ତି, ଆଜି ବି ଅସ୍ପଷ୍ଟ

ଘୁ.ଉଦୟଗିରି :  ଠିକଣା ପାଉନାହାନ୍ତି ଗ୍ରାମବାସୀ, ସେମାନେ କେଉଁ ବ୍ଲକ୍‌ ଏବଂ କେଉଁ ପଞ୍ଚାୟତ ଅଧୀନରେ ଅଛନ୍ତି, ଆଜି ବି ଅସ୍ପଷ୍ଟ…

ଭତ୍ତା ଟଙ୍କା ହଡପ ମାମଲାରେ ପୌରସଂସ୍ଥାର କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର : ପୌରସଂସ୍ଥାରେ ଗରୀବ, ଅସହାୟ ଲୋକଙ୍କୁ ବଣ୍ଟନ ନିମନ୍ତେ ଆସୁଥିବା ଭତ୍ତା ଟଙ୍କା ହଡପ ଘଟଣାରେ ଦୁର୍ନୀତି ନିବାରଣ ବିଭାଗ…

ସ୍ମାର୍ଟ‌ ସିଟିରେ ବିକଳ ଶିକ୍ଷା ବ୍ୟବସ୍ଥା : ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି, ଶିକ୍ଷାଦାନ କରିବାକୁ ଶିକ୍ଷକ ନାହାନ୍ତି

ରାଉରକେଲା : ପ୍ରାୟ ୩୬ ବର୍ଷ ପୁରୁଣା ପ୍ରାଥମିକ ସ୍କୁଲ । ଏଠାରେ ପର୍ଯ୍ୟାପ୍ତସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନରତ । ଛାତ୍ରଛାତ୍ରୀ ଉପସ୍ଥାନ…

ମଧ୍ୟାହ୍ନ ଭୋଜନ ବାଣ୍ଟିବାକୁ ଏସ୍‌ଏଚ୍‌ଜି ଅମଙ୍ଗ, ଆଗୁଆ ଟଙ୍କା ପୈଠ କରିବାକୁ ନାପସନ୍ଦ

ରାଉରକେଲା : ମହିଳାମାନଙ୍କୁ ସ୍ବାବଳମ୍ବୀ କରିବାକୁ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠି(ଏସ୍‌ଏଚ୍‌ଜି) ଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି । ଏହି କ୍ରମରେ…