ସୋର: କାଲି ମିଶ୍ରଣ ଆଜି ଚଢାଉ , ମିଶ୍ରଣକୁ ନାଁ କହିବାରୁ ରାତି ଅଧିଆ ଚଢାଉ ବୋଲି ସବୁଠି ଚର୍ଚ୍ଚା ,ଗତକାଲି…
Category: ରାଜ୍ୟ
ଖଣିବାବୁ ଜଗନ୍ନାଥଙ୍କୁ କେବେ ଭିଜିଲାନ୍ସ ଛୁଇଁବ ? ଦୈତାରି ବନ୍ଧା/ବାଲି ଓ ପଥର ବେପାରିଙ୍କର ବଢିଲା ଧନ୍ଧା
ସୋର : ସୋର ପୂର୍ବତନ ତହସିଲଦାର ଦୈତାରି ମଲ୍ଲିକ ଭିଜିଲାନ୍ସଦ୍ୱାରା ବନ୍ଧା ହେଲା ପରେ ଟ୍ରକ ମାଲିକଙ୍କ କଚେପୁଅ ବାର ।…
୨ଛାତ୍ରୀ ପରୀକ୍ଷା ସେଣ୍ଟରକୁ ଯିବା ବେଳେ ଦୁର୍ଘଟଣା
ବାଲେଶ୍ୱର : ଦୁର୍ଘଟଣା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨ ଛାତ୍ରୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଭଣା…
ଭିଜିଲାନ୍ସ ହାତରେ ଧରାପଡିଗଲେ ତହସିଲଦାର
ସୋର : ଯେମିତି ଦ୍ୱିପ ଯୋର ଜଳିଲେ ତାର ଶେଷ ସମୟ ଆଶେ ବୋଲି କୁହାଯାଏ। ଠିକ ସେମିତି ଜଣେ ଖୁବ…
ଡକାୟତ ଯୋଜନା କରୁଥିଲେ ମାଡିବସିଲା ପୁଲିସ: ଜଣେ ଗିରଫ ୪ ପେରାର
ଡକାୟତ ଯୋଜନା କରୁଥିଲେ ମାଡିବସିଲା ପୁଲିସ: ଜଣେ ଗିରଫ ୪ ପେରାର ସୋର : ଡକାୟତି ପାଇଁ ଯୋଜନା କରୁଥିବା ବେଳେ…
ଅଧା ରହିଗଲା ଇଟାଭାଟି ଭଙ୍ଗା : ଚଦର ବାଲାଙ୍କ ସର୍ବନାସ ଚେମିନି ବାଲାଙ୍କ କୁତୁକୁତୁ
ସୋର : ବାଲେଶ୍ୱର ଜିଲ୍ଲା ଦେଶର ଏକ ପ୍ରମୁଖ ପ୍ରଦୁଷଣ ଜିଲ୍ଲା ଗଣତି ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଗତ…
କେନ୍ଦ୍ରିକଳା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ବିଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ…
ଦୁର୍ନୀତି ର କଳା ଟଙ୍କା ପାଇଁ କିଏ ବିକଳ, କିଏ ପାଗଳ ଆଉ କିଏ କରିଛି ଖେଳ
ଔପଦା : ପାଇଖାନା ଦଲାଲ, ମୋଟିଭେଟର, ଜି.ଆର.ଏସ, ଏ.ଇ ନା ବିଡ଼ିଓ ଙ୍କ ସମେତ ଅନ୍ୟ ବଡ଼ ଅଧିକାରୀ କେହି ସାମିଲ…
ଦୁର୍ନୀତିର କଳା ଟଙ୍କା ପାଇଁ କିଏ ବିକଳ, କିଏ ପାଗଳ ଆଉ କିଏ କରିଛି ଖେଳ
ଔପଦା : ଦୁର୍ନୀତିର କଳା ଟଙ୍କା ପାଇଁ କିଏ ବିକଳ, କିଏ ପାଗଳ ଆଉ କିଏ କରିଛି ଖେଳ.. ପାଇଖାନା ଦଲାଲ,…
ଉମାକାନ୍ତ ରାଧିକା ଫାଉଣ୍ଡେସନର ବାର୍ଷିକ ଉତ୍ସବ
ସୋର, ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ସ୍ଥିତ ଉମାକାନ୍ତ ରାଧିକା ଫାଉଣ୍ଡେସନର ୧୦ମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ମିନି ମାରାଥନ ଓ ସମ୍ବାଦ ଆମ ଓଡିଶା ସହଯୋଗରେ ଏକ ରାକ୍ତଦାନ ଶିବିର ସହ ଦିବାରାତ୍ର ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଭାପତି ରୁପମ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସୋର ତହସିଲଦାର ଦୈତାରି ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶ୍ରୀ ରାମ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ମୁଖ୍ୟ ଇନ୍ଦ୍ରଜିତ ଦେ,ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ ନପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ, ଆନ୍ଦୋଳନ ଖବରକାଗଜର ସମ୍ପାଦକ ସୁଧାଂଶୁ ଶେଖର ବାରିକ ଓ ଓଡିଶା ଏକ୍ସପ୍ରେସ ଖବର କାଗଜର ଜିଲ୍ଲ ପ୍ରତିନିଧି ଅକ୍ଷୟ କୁମାର ଜେନା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ରଞ୍ଜିତ କୁମାର ବେହେରା ଅତିଥି ପରିଚୟ , ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଦସ୍ୟ ତାପସ ପାତ୍ର,ସୁଶୀଲ ବେହେରା,ଦୀପକ ବେଜ,ପପୁ ବେଜ,ଦେବାଶିଷ ବେହେରା,ତପନ ମହାପାତ୍ର,ଶୁଶାନ୍ତ ବଳ, ସୁବୋଧ ବେହେରା ଓ ପ୍ରୀତମ ବେହେରା ପ୍ରମୁଖଙ୍କ ପରିଚାଳନା କରିଥିବ ବେଳେ ଅନ୍ୟମାନେ ସହଯୋଗ କରିଥିଲେ। ଶେଷରେ ସୋର ଡ୍ୟାନ୍ସ ଏକାଡେମୀର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
