ବିଜେପିରେ ମିଶିବେ ଦାମ ରାଉତ

ବିଜେପିରେ ମିଶି ପାରନ୍ତି ଦାମଦର ରାଉତ । ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ବର୍ତ୍ତମାନ ଦାମ ରାଉତଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପିରେ ମିଶିବା ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ପାରଦିପ ବିଧ୍ୟାୟକ ଦାମ ରାଉତ । ପଦ୍ମ ଧରିବା କଥାକୁ ମଧ୍ୟ ଖଣ୍ଡନ କରିନାହାନ୍ତି । ଇଶାରା ଇଶାରା କହିଛନ୍ତି କଂଗ୍ରେସ କିମ୍ବା ବିଜେପିର ମିଶିପାରନ୍ତି । କୌଣସି ଦଳରୁ ପ୍ରସ୍ତାବ ଆସିଲେ ସେ ବିଚାର କରିବେ ।

Leave a Reply

Your email address will not be published. Required fields are marked *