ଭୁବନେଶ୍ବର : ଯୁକ୍ତ ୨ ପରିଖ୍ୟା ଆଜିଠୁ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନରେ ମାତ୍ରୁଭାଷାରେ ଛାତ୍ର ଛାତ୍ରୀ ମାନେ ପରିଖ୍ୟା ଦେବେ ା
ତେବେ ପୁଣି ମେଟ୍ରିକ୍ ପରିଖ୍ୟା ଭଳି ପ୍ରଶ୍ନପତ୍ର ଲିକ୍ ହେବାକୁ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ର ଛାତ୍ରୀ ା ଯାହା ସରକାରଙ୍କ ପାଇଁ ବଡ ଚେଲେଞ୍ଚ ା
Your email address will not be published. Required fields are marked *
Comment *
Name *
Email *
Website