ଭୁବନେଶ୍ବର: ବିଜେଡି ଗତ ପଞ୍ଚାୟତନୀର୍ବାଚନ ପରେ ଭୟର ଥିବା ଏବେ ସ୍ପଷ୍ଟ ହେଲା ା ତେବେ ୩ଟି ରାଜ୍ୟରେ ବିଜେପିର ସୋଚନୀୟ ପରାଜୟ ପରେ ଆଶ୍ବସ୍ତି ଲାଭ କରିଛି ବିଜେଡି ା ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ ଠିକ୍ ହୋଇ ନଥିବା ବିଜେଡି ହାରିବାରେ ଏକ ବଡ କାରଣ ହୋଇଥିଲା ା
ତେବେ ଏଥର ନବିନ୍ ବାବୁ ଆଉ ସ୍ଥାନୀୟ ସଂସ୍ଥା ଉପରେ ଭରଷା ନକରି ଦିଲ୍ଲିର ଏକ ସଂସ୍ଥାକୁ ଦାଇତ୍ବ ଦେଇଥିଲେ ଉକ୍ତ ସଂସ୍ଥା ମଧ୍ୟ ଦିଲ୍ଲିରେହି ନବିନ୍ ଙ୍କୁ ସର୍ଭେ ରିପୋର୍ଟ ଦେଇଛି ା ସେହି ସର୍ଭେ ରିପୋର୍ଟ ଅନୁସାରେ ହିଁ ଏଥର ଦଳିୟ ଟିକଟ ବଣ୍ଟା ହେବ ଜେଉଁଥିରେ ବହୁ ବିଧାୟକ ବଳିପଡିବା ଥୟ ା ତେବେ ନବିନ୍ ଜେ ଭୟରେ ଥିଲେ ତେହା ଏବେ ସ୍ପଷ୍ଟ ହୋଇଛି ା
