ଭୁବନେଶ୍ବର: ମେଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ।4 ଟି ପରୀକ୍ଷା କେନ୍ଦ୍ରରେ ସୁପରିନଟେଣ୍ଡେଣ୍ଟ ସସପେଣ୍ଡ।

4 ଟି ପରୀକ୍ଷା କେନ୍ଦ୍ରର ଇନଭିଜିଲେଟର ମଧ୍ୟ ସସପେଣ୍ଡ।ନୂଆପଡ଼ା ଜିଲ୍ଲାର 2ଟି ଓ ଢେଙ୍କାନାଳ , କୋରାପୁଟର ଗୋଟିଏ ସେଣ୍ଟର।ନୂଆପଡା ଜିଲାର ବୋଡେ଼ନ ବ୍ଲକର କରମଙ୍ଗଳ ଓ ଗୋପୀନାଥ ହାଇସ୍କୁଲ , କୋରାପୁଟର ବନ୍ଧୁଗ୍ରାମ ହାଇସ୍କୁଲ ଏବଂ ଢେଙ୍କାନାଳର ସୁଦର୍ଶନ ବିଦ୍ୟାଭବନ।ଘଟଣାରେ ସଂପୃକ୍ତ ଥିବା ପିଲାକୁ ଚିହ୍ନଟ କରାଯିବ। ଏନେଇ ଥାନାରେ ଏତଲା। ତେବେ ଆସନ୍ତା ସମୋବାର ହେବାକୁଥିବା ପରିଖ୍ୟାରେ ପ୍ରଶ୍ନପତ୍ର ଲିକ୍ ନହେବାପାଇଁ ସରକାର କୈଣସି କାର୍ଯ୍ୟାନୁଷ୍ଠାନ ନେବେ ନା ପୁଣି ସସପେଣ୍ଡକରି ଦୋଶଗଡାଇବେ ତାହା ସମୟ କହିବ
