ଭଦ୍ରକ ଚରମ୍ପାରେ ରେଲଓ୍ବେ ଫ୍ଲାଏ ଓଭର ନିର୍ମାଣ ସହ ଏକ୍ସପ୍ରେସ ଟ୍ରେନ ରହଣୀ ଦାବିରେ ରେଳରୋକ । ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଛି । ଭଦ୍ରକ ଷ୍ଟେସନରେ ସିଲଚର-ଥିରୁଅନନ୍ତପୁରମ ଏକ୍ସପ୍ରେସ ଅଟକି ରହିଥିବା ବେଳେ ବାଉଦପୁର ଷ୍ଟେସନରେ ଚେନ୍ନାଇ-ହାଓ୍ବଡା ଟ୍ରେନ୍ ଅଟକି ରହିଛି । 
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]
ଅନୁରୂପ ଦାବି ନେଇ 2 ମାସ ତଳେ କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଥିଲା । ସେତେବେଳେ ବିଭାଗୀୟ ରେଳ ଅଧିକାରୀ ଫ୍ଲାଏ ଓଭର ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଫେବ୍ରୁଆରି ମଧ୍ୟରେ ସରିବା ସହ 5ଟି ଦ୍ରୁତଗାମୀ ଟ୍ରେନ ରହଣୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ପାଳନ ହୋଇନାହିଁ । ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପୁଣି ରେଳରୋକ କରାଯାଇଛି ।
