ଅଣଗୁରିଆ କର୍ମଚାରୀ ପିଚୁପଡି ୩ଗୁରୁତ୍ତର

  1. ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡା ଠାରେ ରାସ୍ତା କାମ ହେଉଥିଲା ବେଳେ କର୍ମଚାରୀଙ୍କ ଅଣଗୁରିଆମି ପାଇଁ ୩ଜଣ ଗୁରୁତ୍ତର ା

ମିଳିଥିବା ସୂଚନା ମୂଳେ ଗମ୍ବାରିଆ ଗ୍ରାମର ମନୋଜ କୁମାର ନାୟକ ନିଜ ଭଉଣୀ ଓ ଭଣଯାକୁ ନେଇ ଗ୍ରାମ ଗମ୍ଭାରିଆକୁ ଫେରୁଥିଲା ବେଳେ ଆନ୍ଦୋଳଛକଠାରେ ରାସ୍ତା କାମ କରୁଥିବା କେତେକ ଅଣଗୁରିଆ କର୍ମଚାରି ପିଚ ଢାଳିବା ବେଳେ ଉକ୍ତ ୩ଜଣକ ଉପରେ ଢାଳିଯାଇଥିଲା ା ସ୍ଥାନୀୟ ଲୋ ୩ଜଣକୁ ଚିକିତ୍ସା ପାଇଁ ଆଗରପଡା ଡାକ୍ତରଖାନାକୁ ନେଇଆସିଥିଲା ବେଳେ ଅବସ୍ତା ଗୁରୁତ୍ତର ଥିବା ଯାଣିବାକୁ ମିଳିଛି ା ତେବେ ସେଠାରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଦେଖି ଠିକାଦାର ସମେତ କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି ା

Leave a Reply

Your email address will not be published. Required fields are marked *