ଜଳେଶ୍ୱର : କିଛିଦିନ ଧରି ଅସାନ୍ତ ହୋଇଛି ବାଲିଆପାଳ ,ଦିନକୁ ଦିନ ବଢୁଛି ଆତଙ୍କ କାରୀଙ୍କ ଆତଙ୍କ ରାଜ ଆଇନ୍ କୁ ଫୁ କରି ମାଫିଆରାଜ ଚାଲିଛି ା ଅସାମାଜିକତା ବଢିଚାଲିଥିଲା ବେଳେ ପୁଲିସ ନିରବ ା ଏଥର ଆଉ କଟୁରି ନାହିଁ ଏଥର ଗର୍ଜିଛି ବନ୍ଧୁକ ସିଧା ଫୁଟିଛି ଗୁଳି ା

ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀ ରୁ ଅନିୟମିତ ଭାବେ କିଛି ବାଲି ଚୋରଙ୍କୁ ରାଜ୍ୟ ଓ ରାଜ୍ୟ ବାହାର କିଛି ଆନ୍ତର୍ଜାତୀୟ ବନ୍ଧୁକ ଧାରୀ ଟାର୍ଗେଟରେ ରଖିଥିବାବେଳେ ଆଜି ଜଣେ ବାଲିମାଫିଆଙ୍କ ଉପରେ ଆକ୍ରମଣ ହୋଇଛି। ଘଟଣାରୁ ପ୍ରକାଶ ଯେ ବାଲିଆପାଳର ଜଣେ ବାଳିମାଫିଆ ତଥା କୁଟିପତି ବ୍ୟବସାଇ ଦିପୁଙ୍କୁ କିଛି ଦୁର୍ବୁତ୍ତ ଆଜି ସନ୍ଧ୍ୟାରେ ବାଲିଆପାଳ ସୁବର୍ଣ୍ଣରେଖା ବ୍ରିଜ ଉପରେ ଏକରାଉଣ୍ଡ ଗୁଳିକରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ତେବେ ଦିପୁଙ୍କ ପିଠିର ବାମ ପଟରେ ଗୁଳିବାଯିବାପରେ ଦିପୁ ଗୁରୁତର ଅବସ୍ଥାରେରେ ପ୍ରଥମେ ବାଲିଆପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବାଲେଶ୍ଵର ସ୍ଥାନାନ୍ତର ହାଇଥିବା ଜଣାପଡିଛି । ସବୁଠାରୁ ବଡ଼ ପ୍ରଶ୍ନ ଯେ ଘଟଣାର ଦୁଇ ମିନିଟ ମଧ୍ୟରେ ଦୃବୁତ ମାନେ ପୋଲିସ କୁ ଚକମା ଦେଇ ଚମ୍ପଟ ମାରିବାପରେ ପୋଲିସ ସେମାନଙ୍କୁ ଧରିବାରେ ସଖ୍ୟମ ହୋଇନାହିଁ ା ବାଲିଆପାଳ ଏବେ ସମ୍ପୁର୍ଣ ଅସାନ୍ତ ହୋଇପଡିଥିବା ବେଳେ ପୁଲିସପୁରା ପୁରି ବେପରୁଆହୋଇଯାଇଛି ଯାହାକୁ ନେଇ ସାଧାରଣରେ ତିର୍ବ ଅଶନ୍ତୋ
