ବାଲିଆପାଳ : ବାଲିଆପାଳବ୍ଲକ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗ୍ରାମରେ ଜଳିଗଲା ଘର ସହ ଗାଡି ଓ ଗୁରୁ। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବରୁଣ ପ୍ରଧାନ ସପରିବାର ସହ ଶୋଇ ଥିବା ଅବସ୍ଥାରେ ନାଆଁ ଲାଗିଥିଲା ।
ସୌଭାଗ୍ଯ ବଶତଃ ଶ୍ରୀ ପ୍ରଧାନ ପରିବାର ସହ ଘରୁ ବାହାରି ଆସିଥିବା ବେଳେ , କୌଣସି ଜିନିଷ ପତ୍ର ଉଦ୍ଧାର କରିପାରିନଥିଲେ । ନିଆଁ ଲାଗିବାର କାରଣ କିଛି ଜଣାପଡି ନାହିଁ ା
