ଜନ୍ମନେଲା “ବାଲେଶ୍ବର ଏକ୍ସପ୍ରେସ”

ଆଜି ନୀଳଗିରିରୁ ଜନ୍ମନେଇଛି ବାଲେଶ୍ବର ଏକ୍ସପ୍ରେସ୍ ା ଲୋକନାଥ ଦଳେଇଙ୍କ ସମ୍ପାଦନାରେ ଏହିଖବରକାଗଜ ପ୍ରକାଶ ପାଇଥିବା

ବେଳେ ଏହାର ଲୋକାର୍ପଣ ଉତ୍ସବରେ ବାଲେଶ୍ବର ସାଂସଦ ରବିନ୍ଦ୍ର କୁମାର ଜେନା, ବିଧାୟକ ସୁକାନ୍ତ ନାୟକ, ନିରଞନ ବାରିକ, ଅଖୟ ଆଚାର୍ଯ୍ୟ, ସନ୍ତୋଶ ଖଟୁଆ, ଚିତ୍ତରଞ୍ଜନ ସଡଙ୍ଗି, ସୁସୁଲ୍ ସିଂ ପ୍ରମୁଖ ଯୋଗ ଦେଇଥିଲେ ା ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଦେଇଥିଲେ ଶିଖ୍ୟକ ନିରଞ୍ଜନ ବାରିକ  ା

Leave a Reply

Your email address will not be published. Required fields are marked *