ବାଲେଶ୍ବରକୁ ସାରାଦେଶରେ ପରିଚୟ ଦେଇଥିବା ପ୍ରଥମ ଏମ୍ପି ା ନିଜ ଚେଷ୍ଟାରେ ସର୍ବାଧିକ ଯୋଜନାରେ ବାଲେଶ୍ବରକୁ ସାମିଲ କରିଥିବା ଜଣେ ବ୍ୟକ୍ତିତ୍ବ ା ସାଧାରଣ ଲୋକ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ସୁଦ୍ରୁଢ କରି ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ୍ କରିଥିବା ବ୍ୟକ୍ତିତ୍ବ ା ପ୍ରଥମଥର ଲୋକଙ୍କ ମନର ମଣିଷ ସାଜିଥିବା ଜଣେ ଲୋକପ୍ରତିନିଧି ା ବ୍ୟକ୍ତିତ୍ବ ବ୍ୟବହାର ସବୁଥିରେ ଶ୍ରୁୁଙ୍ଖଳିତ ଜଣେ ନେତା ଆଉ କେହି ନୁହନ୍ତି ସେ ବାଲେଶ୍ବର ସାଂସଦ ରବିନ୍ଦ୍ର କୁମାର ଜେନା
ଆସନ୍ତୁ ଦେଖିବା ବାଲେଶ୍ବର ବିକାଶର ଚିଠା





