ମଦ ମାଫିଆ ଅବକାରୀର ମଧୁଚନ୍ଦ୍ରିକାକୁ ବିରୋଧ

ମଦ ମାଫିଆଙ୍କ ସହ ବାଲେଶ୍ବର ଅବକାରୀ ବିଭାଗର ମଧୂଚନ୍ଦ୍ରିକା ହେତୁ ଜିଲ୍ଲାରେ ବଢୁଛି ବେଆଇନ୍ ମଦ ଭାଟି ା

ଜେଉଁଥିପାଇଁ ହଯାର ହଯାର ଲୋକଙ୍କ ପରିବାରରେ ଫାଟଶ୍ରୁଷ୍ଟି ହେବାସହ ପରିବାରରେ କଳହ ଶ୍ରୁଷ୍ଟି ହେଉଛି ଯାହାକୁ ବିରୋଧକରି   ସଦରବ୍ଲକ କୁଡିଅାଗ୍ରାମର ମହିଳାମାନେ ଜିଲ୍ଲା ଅବକାରୀ କାର୍ଯ୍ଯାଳୟ ଘେରାଉ କରିଛନ୍ତି ା

Leave a Reply

Your email address will not be published. Required fields are marked *