ଡଲି କଂଗ୍ରେସ ଛାଡିବା ଥୟ : ବିଜେଡିରେ ମିଶିବେ କେବେ

ବାଲେଶ୍ବର : କେବେ କଂଗ୍ରେସ ଛାଡିବେ ତାକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଡଲିଙ୍କ କିଛି କାର୍ଯ୍ୟକଳାପ ସ୍ପଷ୍ଟ କରୁଛିକି ଡଲି ବହୁଶିଘ୍ର କଂଗ୍ରେସକୁ ବାଏ ବାଏ କରିବେ ା

ତେବେ ମିଳିଥିବା ସୂଚନା ମୁତାବକ ଡଲି ଏବେଠୁ କଂଗ୍ରେସଠାରୁ ସମଦୂରତା ରଖୁଛନ୍ତି ା ଯାହାର ସ୍ପଷ୍ଟ ପ୍ରମାଣ ମିଳିଥିଲା ଗତ କିଛିଦିନତଳେ ବାହାନଗା ବ୍ଲକରେ ହେଉଥିବା ଏକ କାର୍ଯ୍ୟକ୍ରମରେ କଂଗ୍ରେସର ରାଜ୍ୟ ମୁଖୀଆ ଯାେଗ ଦେଇଥିଲା ବେଳେ ଡଲିଙ୍କର ଦେଖା ନଥିଲା ା ଯାହା ସାଧାରଣରେ ଏକ ବଡ ପ୍ରଶ୍ନ ଶ୍ରୁଷ୍ଟି କରିଥିଲା  ା ତେବେ ତାଙ୍କୁ ନୀଳଗିରୁରି ଜଦି ବିଧାୟକ ଟିକେଟ ନମିଳେ ସେ କଂଗ୍ରେସଛାଡିବା ଥୟ ା ଏମିତିବି ଶୁଣିବାକୁ ମୁଳୁଛି ଡଲିଙ୍କର ସରତ ରାଜଙ୍କ ସହ ପଡୁନି ା ତେବେ ଏହାର ଭିତିରି କଥା ରହିଛି ସୋରର ଅନନ୍ତ ସେଠୀଙ୍କୁ ଜଣେ ବିରୋଧ କରୁଥିଲା ବେଳେ ଜଣେ ସମର୍ଥନ କରୁଛନ୍ତି ା ଆଗାମିଦିନରେ ଏ ସମସ୍ତ କଥା ସ୍ପଷ୍ଟ ହେବ ବୋଲି ରାଜନୈତିକ ସମର୍ଥକ ମାନେ ମତବ୍ୟକ୍ତ କରୁଛନ୍ତି ା

Leave a Reply

Your email address will not be published. Required fields are marked *