ତୈଳଭଣ୍ଡାର ପ୍ରକଳ୍ପ ଅଟକାଇ ଦେଲେ, ସ୍ବପ୍ନ‌ ହୋଇଗଲା ୩୮୦୦ କୋଟିର ପ୍ରକଳ୍ପ

ଯାଜପୁର : ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ତଳେ ୩୮ ଶହ କୋଟି ଟଙ୍କା ବ୍ୟୟରେ ତୈଳ ପ୍ରକଳ୍ପ ହେବ ।…

୪ ମାଙ୍କଡ଼ ନଚାଳି ଅଟକ ; ୫ ପୋଷା ମାଙ୍କଡ଼ ଉଦ୍ଧାର

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ଦାହିବାଡ଼ି ହାଟ ପଡ଼ିଆରୁ ୫ ପୋଷା ମାଙ୍କଡ଼କୁ ଉଦ୍ଧାର କରିବା ସହିତ ମାଙ୍କଡ଼ ପୋଷିଥିବା…

ଆଜିର ରାଶିଫଳ

ମେଷ : ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ଗୃହିଣୀଙ୍କର ସମୟ ଘର ସଫାସୁତୁରାରେ ବିତିବ । ବଡ ବ୍ୟବସାୟ ଦଳରେ…

ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ଆସିଲେନି ଡାକ୍ତର

କଟକ : ରାଜ୍ୟର ସରକାରୀ ମେଡିକାଲ କଲେଜରେ ଏବେ ଆସିଷ୍ଟାଣ୍ଟ୍ ପ୍ରଫେସରରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ବିଶେଷଜ୍ଞ ଡାକ୍ତର ଅଭାବ…

ପୋଲିସ୍‌ ଜଗିଥିବା ବେଳେ ମନ୍ଦିରରୁ ଚୋରି ହେଲା ୧୫ ଅଷ୍ଟଧାତୁ ମୁର୍ତ୍ତୀ

ପୁରୀ : ପୋଲିସ୍‌ ଜଗିଥିବା ବେଳେ ମନ୍ଦିରରୁ ଚୋରି । ମନ୍ଦିରର ପଛପଟେ ଜଗିଥିଲା ପୋଲିସ୍ କିନ୍ତୁ ମନ୍ଦିରରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତୀ…

ଥାନା ଠାରୁ ଶହେ ମିଟର ଦୂରରେ ଆତଙ୍କ ରଚିଲେ ଅପରାଧୀ, ପୋଲିସ ସବୁ ଜାଣି ବି ଚୁପ

ବାଲେଶ୍ବର : କିଛିଦିନ ପୂର୍ବରୁ ବିଧାୟକଙ୍କ ଘରେ ପଶି ମୋବାଇଲ ଚୋରାଇଥିଲେ । ପ୍ରାତଃଭ୍ରମଣ ବେଳେ ଜଣେ ବରିଷ୍ଠ ନେତାଙ୍କୁ ମାରଣାସ୍ତ୍ର…

ଗଞ୍ଜାମରେ ମାସିକ ୮ ଲକ୍ଷ ଟଙ୍କାର କିରାସିନି ଘୋଟାଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପିଡିଏସ୍‌ କିରାସିନି କୋଟା ଯୋଗାଣରେ ବଡ଼ଧରଣର ଦୁର୍ନୀତି ହୋଇଛି । ଜିଲ୍ଲାର ଯେତିକି ସଂଖ୍ୟକ ଖାଉଟିଙ୍କ ପାଇଁ…

ବନ୍ଦ ହେଉନି ଆନନ୍ଦବଜାର ବିଶୃଙ୍ଖଳା : କୋଇଲି ବୈକୁଣ୍ଠରେ ବିକ୍ରି ହେଉଛି ମହାପ୍ରସାଦ

ପୁରୀ : ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ୨୦୧୮ ମସିହାରୁ ସୁପ୍ରିମକୋର୍ଟ ଆଦେଶ ଦେଲେଣି । କିନ୍ତୁ ଅଦ୍ୟାବଧି ଆନନ୍ଦବଜାରରେ ଶୃଙ୍ଖଳା ଫେରୁନି…

କାଳବୈଶାଖୀ ଝଡବର୍ଷାରେ ଶୀତଳପୁର ଗାଁରେ ୫୦ ଫୁଟ ଧସିଲା ସାଳନ୍ଦୀ ନଦୀବନ୍ଧ

ଆରଡି : ଗୁରୁବାର ଆରଡ଼ି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏହା…

ରାଜ୍ୟକୁ ପୁଣି ଫେରିଲା ସ୍ବାଇନ ଫ୍ଲୁ, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ୨ ବର୍ଷ ବ୍ୟବଧାନରେ ରାଜ୍ୟକୁ ପୁଣି ଫେରିଲା ସ୍ବାଇନ ଫ୍ଲୁ । ରାଜଧାନୀରେ ୨ ଜଣ ସ୍ବାଇନ ଫ୍ଲୁରେ…