ନିଦ୍ରାରେ ଶୋଇଛି ଅବକାରୀ ବିଭାଗ ; ଦଲାଲ କରୁଛନ୍ତି ବେଆଇନ୍ ଗଞ୍ଜେଇ ଓ ମଦ ଚାଲାଣ

ଦେବଗଡ଼ : ଅବକାରୀ ଓ ପୁଲିସ ବିଭାଗର ଦୁର୍ନୀତିଖୋର ମନୋଭାବ ଯୋଗୁଁ ଦେବଗଡ ଜିଲ୍ଲାରେ ବେଆଇନ ଦେଶୀ ଓ ବିଦେଶୀ ମଦ…

କୂଳ ଖାଉଛି ସମୁଦ୍ର, ଉଜୁଡ଼ି ଯାଉଛି ହେନ୍ତାଳ ବଣ

ଭଦ୍ରକ : ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳ ଚାନ୍ଦବାଲି ବ୍ଲକର ଧାମରା ଓ ବାସୁଦେବପୁର ବ୍ଲକର ତଟବର୍ତ୍ତୀ ଅଞ୍ଚଳ ପାଇଁ ସୁରକ୍ଷା…

ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନର ଗୁପ୍ତଟେଣ୍ଡର କେଳେଙ୍କାରୀ : ତଦନ୍ତ କରିବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍(ଚଣ୍ଡିଖୋଲ)ର ଏକାଧିକ କେଳେଙ୍କାରୀ ପର୍ଦ୍ଦାଫାସ ହେବାରେ ଲାଗିଛି । ଏହାକୁ ନେଇ ବିଭାଗୀୟ ସର୍ବୋଚ୍ଚ ଅଧିକାରୀମାନେ…

ଦୁଇ ଗାଁ ବିବାଦ ନେଲା ଉଗ୍ରରୂପ : ଚିଲିକାରେ ଯାତ୍ରୀ ସେବା ବନ୍ଦ

ବ୍ରହ୍ମଗିରି : ଦୀର୍ଘ ଦିନ ଧରି ଦୁଇ ଗାଁର ବିବାଦ ଶନିବାର ଦିନ ଉଗ୍ରରୂପ ନେଇଛି । ଏହି ବିବାଦ ଯୋଗୁଁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଜଣା ପିକଅପ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ପିକଅପ…

ଆଷାଢ଼ରେ ବର୍ଷା ଅଭାବ : ପାଣି ଦେବାକୁ ଅସମର୍ଥ ହୀରାକୁଦ, ଠପ୍‌ ହେବାକୁ ବସିଲାଣି ଜଳବିଦ୍ୟୁତ୍‌ ଉତ୍ପାଦନ

ସମ୍ବଲପୁର : ଗ୍ରୀଷ୍ମ ଋତୁରେ ଯେବେ ବିଦ୍ୟୁତ୍‌ର ସର୍ବାଧିକ ଆବଶ୍ୟକତା ରହିଛି ସେତେବେଳେ ଜଳାଭାବରୁ ଏକପ୍ରକାର ବନ୍ଦ ହେବାକୁ ବସିଛି ହୀରାକୁଦ…

ପାଣି ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି ୧୦୩ ପରିବାର, ଶୋଷ ମେଣ୍ଟାଉଛି ନଦୀର ଗୋଳିଆ ପାଣି

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ତାରସିଂ ପଞ୍ଚାୟତ ଅଧୀନ ଦୁର୍ଗମ କନ୍ଧସାରଳା ଗ୍ରାମ । କନ୍ଧମାଳ ସୀମାବର୍ତ୍ତୀ ଉପାନ୍ତ…

ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ ପାଇଁ ଟଙ୍କା ଆଦାୟ, ପ୍ରତିବାଦ କରିବାରୁ ମହିଳା ପ୍ରଶାସନିକ ଅଧିକାରୀ-ଦଇତାପତି ଠେଲାପେଲା

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଏବେ ଅଣସର ନୀତି ଚାଲିଛି । ଅଣସର ଘରେ ବିଜେ ମହାପ୍ରଭୁଙ୍କ ଘନ ଅନ୍ଧାରରେ ଗୁପ୍ତ…

ଘୋଷଣାରେ ସୀମିତ ଆଦର୍ଶ ଗାଁ ମାନ୍ୟତା

ମାଲକାନଗିରି : ନକ୍ସଲଙ୍କ ପାଇଁ ଅଭିଶପ୍ତ ଅଞ୍ଚଳ ହୋଇ ରହିଥିଲା ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ବାପନପାଲୀ ପଞ୍ଚାୟତର ସିଲାକୋଟ…

କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ, ନାବାଳକ ସମେତ ୫ ଗିରଫ

ଭୁବନେଶ୍ୱର : ପିପିଲିରୁ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ । କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା…