ନରେନ୍ଦ୍ର ମୋଦି : ଆମେ ଅପରାଧ କରିପାରିବୁ ନାହିଁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ କୃଷକ ସମାବେଶରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନାର…

ଦେବୀ ପଢି ପାରନ୍ତି ମୋଦି ମନ୍ତ୍ର

ଜଳେଶ୍ବର : ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜଳେଶ୍ବର ରାଜନୀତି ସେତିକି ଗୋଳିଆ ହେବାକୁ ଯାଉଛି । ସମସ୍ତେ କହୁଛନ୍ତି…

୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର : ଟ୍ରାପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ବଜ୍ରପାତ ହେବାର ମଧ୍ୟ…

ଅଣଗୁରିଆ କର୍ମଚାରୀ ପିଚୁପଡି ୩ଗୁରୁତ୍ତର

ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡା ଠାରେ ରାସ୍ତା କାମ ହେଉଥିଲା ବେଳେ କର୍ମଚାରୀଙ୍କ ଅଣଗୁରିଆମି ପାଇଁ ୩ଜଣ ଗୁରୁତ୍ତର ା ମିଳିଥିବା…

ବିଧାୟକ ଅଶ୍ବିନୀଙ୍କୁ ବିଦାକର

ଜଳେଶ୍ବର : ବିଜେଡି କର୍ମୀଙ୍କ ମନରେ ସନ୍ଧେହ ଘାରିଚୀ, ଅଶ୍ୱନୀ କୁଆଡେ ଏବେ ଏବେ ବାଡ଼ ଡେଇଁବାକୁ ଚେଷ୍ଟା କରୁଛନ୍ତି। ମିଳିଥିବା…

ନବିନ୍ ଭୟରେ ଥିଲେ

ଭୁବନେଶ୍ବର:  ବିଜେଡି ଗତ ପଞ୍ଚାୟତନୀର୍ବାଚନ ପରେ ଭୟର ଥିବା ଏବେ ସ୍ପଷ୍ଟ ହେଲା ା ତେବେ ୩ଟି ରାଜ୍ୟରେ ବିଜେପିର ସୋଚନୀୟ…

ମାଲିକ ସଂଘତରଫରୁ ସୋର ଗାୟନ କୋଲ୍ଡଷ୍ଟୋରେଜ ବନ୍ଦ

ସୋର : ସାରା ରାଜ୍ୟରେ ଥିବା ବିଭିନ୍ନ କୋଲ୍ଡ ଷ୍ଟୋରେଜ ୮ଦଫା ଦାବିନେଇ ବନ୍ଦ ହୋଇଥିଲା ବେଳେ ସୋର ନଟାପଡାରେ ଥିବା…

ସିଗାରେଟ ଝୁଲରୁ ଜଳିଗଲା ୧୦୦ କାର

ବେଙ୍ଗାଳୁରୁ: ବେଙ୍ଗାଳୁରୁ ଏଆର ଇଣ୍ଡିଆ ସୋ’ରେ ବଡ଼ ଧରଣର ଅଗ୍ନିକାଣ୍ଡ । ୟେହ୍ଲାଙ୍କା ବାୟୁ ସେନାର ବିମାନ ବନ୍ଦର ଘାଟିରେ ଅଚାନକ…

ସାମ୍ବାଦିକଙ୍କ ଭୟରେ କମ୍ପୁଛନ୍ତି ଜୟନାରାୟଣ

ଜଳେଶ୍ବର : କିଛିମାସ ହେବ କଂଗ୍ରେସ ଛାଡି ବାର୍ଦ୍ଧକ୍ୟ ଅବସ୍ଥାରେ ବିଜେପି ପଦ୍ମ ପୋଖରୀରେ ବୁଡ଼ ମାରିବା ପରେ ଜୟନାରାୟଣ ମହାନ୍ତିଙ୍କୁ…

ପୋଲିସ୍ ନେଉଛି କି ଗୋଚାଲାଣ କାରୀଙ୍କପାଖରୁ ମୁଟାଅଙ୍କର ଅର୍ଥ

ଜଳେଶ୍ବର : ଓଡ଼ିଶାରୁ ପଶ୍ଚିମବଙ୍ଗ କୁ ବେଧଡକ ଗୋ ଚାଲାଣ ବେଳେ ଭଦ୍ରକ ବଜରଙ୍ଗଦଳର କିଛି ପିଲା ଏହି ଗୋ ଚାଲାଣ…