ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରେ ଅଘଟଣ, ଛିଡା ହୋଇଥିବା କାରରେ ଲାଗିଲା ନିଆଁ

ରାଉରକେଲା : ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରେ ଅଘଟଣ । ଆଇଟି କଲୋନୀରେ ଛିଡା ହୋଇଥିବା ଏକ କାରରେ ଲାଗିଯାଇଥିଲା ନିଆଁ ।…

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ପୁଣି ସକ୍ରିୟ ନିଶା ମାଫିଆ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି ନିଶା ମାଫିଆ ସକ୍ରିୟ ହୋଇଛନ୍ତି ।…

ନିଯୁକ୍ତି ଦାବିରେ ଧାରଣା

ପାଟଣା : କାମ ଦାବିରେ ଧାରଣା । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର  ଖୀରେଇଟାଙ୍ଗିରୀ ଟୋଲ୍…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ସରଗରମ, ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

ଚଣ୍ଡିଖୋଲ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ସରଗରମ । ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି…

କାରଖାନାରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ…

ସରପଞ୍ଚ ପ୍ରାର୍ଥୀଙ୍କ ବାଡିରେ ବୋମାମାଡ

ପୁରୀ : ପୁରୀ ସଦର ଥାନା ଚାରିନଳାରେ ବୋମାମାଡ । ସରପଞ୍ଚ ପ୍ରାର୍ଥୀ କାର୍ତ୍ତିକ ପଣ୍ଡାଙ୍କ ବାଡିରେ ବୋମାମାଡ ହୋଇଥିବା ନେଇ ଅଭିଯୋଗ…

କୋଟିଆକୁ ନେଇ ସର୍ବଦଳୀୟ କମିଟିରେ ପୁଣି ବିବାଦ

ଜୟପୁର : କୋଟିଆକୁ ନେଇ ସର୍ବଦଳୀୟ କମିଟିରେ ପୁଣିଥରେ ବିବାଦ । ପଟ୍ଟାଙ୍ଗୀ ଜୋନ୍ ୧ ପାଇଁ ସର୍ବସମ୍ମତ କ୍ରମେ ସର୍ବଦଳୀୟ କମିଟି…

ପଞ୍ଚାୟତ ନିର୍ବାଚନ ପାଇଁ ଝାରସୁଗୁଡାର ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର

ଝାରସୁଗୁଡା : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଲାଣି । ପ୍ରାଥମିକ ପ୍ରକ୍ରିୟା ବି ଶେଷ ହେଲାଣି । ପ୍ରାର୍ଥୀପତ୍ର ପ୍ରତ୍ୟାହାର…

ଭୀମସାରରେ ଲମ୍ବୁଛି ବିବଦର ଫର୍ଦ୍ଦ

ସମ୍ବଲପୁର : ଚର୍ଚ୍ଚାରେ ଭୀମସାର । ବୁର୍ଲା ଭୀମସାର ବେଶ କିଛି ଦିନ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିବାଦ ପିଛା…

ଜଙ୍ଗଲ ଭିତରେ ଚାଲିଛି ବେଧଡକ ଦେଶୀ ମଦ କାରଖାନା, ସବୁ ଜାଣି ବି ପ୍ରଶାସନ ଚୁପ

ଖଣ୍ଡପଡା : ଅବକାରୀ ବିଭାଗକୁ ମଦ ମାଫିଆଙ୍କ ଖୋଲା ଚାଲେଞ୍ଜ । ଜଙ୍ଗଲ ଭିତରେ ଚାଲିଛି ବେଧଡକ ଦେଶୀ ମଦ କାରଖାନା…