ଠିକା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ : ନୂଆ କରି ନିର୍ମାଣ ହେଉଥିବା ପୋଲ ତଳକୁ ଖସିଲା ବାଇକ । ଜଣକର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର…

ମିଳିତ ଟ୍ରେଡ଼ ୟୁନିୟନ ଡ଼ାକରାରେ ଦୁଇ ଦିନିଆ ଭାରତ ବନ୍ଦ, ବଣାଇରେ ଅଫିସ କାର୍ଯ୍ୟ ପ୍ରଭାବିତ

ବଣାଇ : ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ମାରଣ ନିତି ଠାରୁ ଆରମ୍ଭ କରି ଘରୋଇକରଣ, ଦରଦାମର ଅହେତୁକ ବୃଦ୍ଧି…

ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

କନ୍ଧମାଳ : ଫୁଲବାଣୀ ସହରରେ ବୁଲୁଥିବା ମାନସିକ ବିକାରଗ୍ରସ୍ତଙ୍କ ସଫାସୁତୁରା କାର୍ଯ୍ୟକ୍ରମ କରାଯାଇଥିଲା । ସେଥି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଅତିତରେ…

‘ବହି ପଢ଼’ ଅଭିଯାନ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଏକ ନିଆରା ପ୍ରୟାସ

ବଣାଇ : ସୁନ୍ଦରଗଡ ଜିଲ୍ଲାରେ ଛାତ୍ରଛାତ୍ରୀ, ଯୁବପୀଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି…

ବଡବିଲ ପୌର ସଂସ୍ଥାରୁ କୋଟି କୋଟି ଟଙ୍କ ହଡ଼ପ ମାମଲା, ୨ ଠକଙ୍କୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ

ଭୁବନେଶ୍ୱର : ଇଓଡ଼ବ୍ଲ୍ୟୁ କବଜାରେ ଦୁଇ ଠକ । ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ଗିରଫ କଲା ଇଓଡବଲ୍ୟୁ ।…

ପର୍ଯ୍ୟଟନ ସ୍ଥଳ ଗୁମାଗଡ଼ର ବିକାଶର ବାଟ ଫିଟିଲା

ଗୁଡଭେଲା : ବଲାଙ୍ଗିର ଜିଲ୍ଲା ସଦର ସହକୁମାଠାରୁ ୪୫ କିଲୋମିଟର ତୁଷୁରାରୁ ୧୦ କିଲୋମିଟର ଦୂର ପାହାଡ ବଣ ଜଙ୍ଗଲ ଘେରା…

ନୁଆଁରମ୍ପେଲାରେ ଆବର୍ଜନା ସଂଗ୍ରହ କେନ୍ଦ୍ର ନିର୍ମାଣକୁ ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କ ବିରୋଧ

ରେଙ୍ଗାଲି : ରେଙ୍ଗାଲି ନିକଟସ୍ଥ ସାଳଡ ଗ୍ରାମ ପଞ୍ଚାୟତର ନୁଆଁରମ୍ପେଲା ଗ୍ରାମରେ ଆବର୍ଜନା ସଂଗ୍ରହ କେନ୍ଦ୍ର ଗୃହ ନିର୍ମାଣ କାମକୁ ସରପଞ୍ଚ…

ଲଗାତର ୪ର୍ଥ ଥର ପାଇଁ ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ : ଆଜି ପୁଣି ବଢ଼ିଲ। ପେଟ୍ରେ।ଲ ଡିଜେଲ ଦର । ଦେଶରେ ଆଜି ଲଗ।ତର ୪ର୍ଥ ପ।ଇଁ ପୁଣି ତୈଳଦର…

ନିର୍ବାଚନ ଫଳାଫଳ ପରେ ପୁଣି ହିଂସା

ବ୍ରହ୍ମପୁର : ନିର୍ବାଚନ ଫଳାଫଳ ପରେ ପୁଣି ମାତିଲେ ଦୁର୍ବୃତ୍ତ । ବ୍ରହ୍ମପୁର ନିର୍ବାଚନ ଫଳାଫଳ ପରେ ପୁଣି ଦୁର୍ବୃତ୍ତମାନେ ହିଂସାକାଣ୍ଡ…

ବେଆଇନ ମୋରମ ଚାଲାଣ କରୁଥିବା ୪ଟି ଗାଡ଼ିରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଗୁଡଭେଲା : ତୁଷୁରା ରାଜସ୍ୱ ବିଭାଗ ପକ୍ଷରୁ ବେଆଇନ ମୋରମ ଚାଲାଣ କରୁଥିବାରୁ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବିରୁ ୧…