ଥାନାରେ ଏତଲା ଗ୍ରହଣ ନ କରାଯିବାରୁ ଅଟୋରେ ମୃତଦେହ ରଖି ରାତି ତମାମ ଥାନା ସମ୍ମୁଖରେ ଧାରଣା

କନ୍ଧମାଳ : ଅଟୋରେ ମୃତଦେହ ରଖି ରାତି ତମାମ ଥାନା ସମ୍ମୁଖରେ ଧାରଣା ।  କନ୍ଧମାଳ ଜିଲ୍ଲା ଚକାପାଦ ଥାନା ସମ୍ମୁଖରେ…

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ ନେଇ ୟୁଜିସିର ପତ୍ର

ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ –୨୦୨୦ ଉପରେ ମାନ୍ୟବର ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ…

ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ : ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ । ସାହୁପଡା ଗାଁରେ ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ…

କଳିଙ୍ଗାଘାଟି ଦୁର୍ଘଟଣାର ଦିନେ ନପୁରୁଣୁ ପୁଣି ଆଉ ଏକ ଦୁର୍ଘଟଣା

କେନ୍ଦ୍ରାପଡା : କଳିଙ୍ଗାଘାଟି ଦୁର୍ଘଟଣା ମନରୁ ଲିଭିନଥିବାବେଳେ ସକାଳୁ ସକାଳୁ ଆଉ ଏକ ଦୁର୍ଘଟଣା । କେନ୍ଦ୍ରାପଡାରେ ବସ ଓ ଜେସିବି…

ତୁଷୁରା ଫେଭର ରାସ୍ତା ନିର୍ମାଣରେ ଦୁର୍ନୀତି ; ଯନ୍ତ୍ରୀ ଜାଣିନାହାନ୍ତି ଅନୁଦାନ ଆସିଛି କେତେ ?

ଗୁଡଭେଲା : ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାମରେ ଖୁଲମଖୁଲା ଚାଲିଛି ପିସି କାରବାର । ପିସି ପାଇଁ ବିକାଶର…

ରାସ୍ତାକାମକୁ ବିରୋଧ କରି ନିର୍ମାଣ କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେ ମାଓବାଦୀ

ଧର୍ମଗଡ : ଗାଡ଼ି ଜାଳିଦେଲେ ମାଓବାଦୀ । ନିର୍ମାଣ କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେ ମାଓବାଦୀ । ଭବାନୀପାଟଣା ସଦର…

ଲାପଟପ୍‌ ଅର୍ଥ ନେଉନାହାନ୍ତି ମେଧାବୀ ଛାତ୍ରଛାତ୍ରୀ

ଭୁବନେଶ୍ବର : ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ ୨ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ଦିଆଯାଉଛି…

ମିଳିଲା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଠିକଣା

ଯାଜପୁର : ଯଯାତି କେଶରୀଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କର ଏକ ପ୍ରତିମୂର୍ତ୍ତି ଯାଜପୁର ସହରରେ ସ୍ଥାପନ ପାଇଁ ଯୋଜନା ହୋଇଥିଲା ।…

କନ୍ଧମାଳରେ ଜଳ ଯୋଗାଣର ବିକଟ ଚିତ୍ର : ଅଚଳ ହୋଇ ପଡ଼ିଛି ୩୫% ନଳକୂଅ

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୪ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇବା ପାଇଁ ଯୋଜନା କରୁଛନ୍ତି । ଏଭଳି…

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ନକଲି ମଦ ଜବତ

କଲମପୁର : ମଦ ଭାଟିରେ ପ୍ରସ୍ତୁତ ହେଉଥିଲା ନକଲି ବିଦେଶୀ ମଦ । ଦୀର୍ଘ ଦିନ ଧରି ବେଧଡ଼କ ଭାବରେ ନକଲି…