ରୋଗୀ ନେଇଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ

ସୋର ଥାନା ଉତ୍ତରେଶ୍ବର ନିକଟ ନେଉଳି ଡାବା ଠାରେ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଆମ୍ବୁଲାନ୍ସଟି କଲିକତା ପୂର୍ବ ମେଦିନପୁର ଏଗ୍ରା ଅଞ୍ଚଳରୁ ରୋଗୀ ନେଇ ଭୁବନେଶ୍ବର AIIMS ଯାଉଥିବା ସମୟରେ ସୋର ଉତ୍ତରେଶ୍ବର ନିକଟ ନେଉଳି ଢାବା ନିକଟରେ ପଥର ବୋଝେଇ ଟ୍ରକ ୧୬ନଂ ଜାତୀୟ ରାଜପଥ ଡିଭାଇଡରକୁ ଅତିକ୍ରମ କଲାବେଳେ ଆମ୍ବୁଲାନ୍ସଟି ଟ୍ରକକୁ ଜାଇ ବାଡେଇଥିଲା । ଆମ୍ବୁଲାନ୍ସରେ ରୋଗୀ ସମେତ ପରିବାରଲୋକେ ଗୁରୁତ୍ବର ହୋଇଥିଲେ । ରୋଗୀ ଜଣକୁ ସୋର ରୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *