ପୁଣି ସୋର ନାୟିକାବନ୍ଦ ଠାରେ ବାଇକ ଦୁର୍ଘଟଣା ଗ୍ତସ୍ଥ

ସୋର : ପୁଣି ସୋର ନାୟିକାବନ୍ଦ ଠାରେ ବାଇକ ଦୁର୍ଘଟଣା ଗ୍ତସ୍ଥ । ଗୁରୁତର ଅବସ୍ଥାରେ ବାଇକ ଆରୋହିକୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଇକ ଆରୋହୀ ଜଣକ ଭଦ୍ରକ,

ବାସୁଦେବପୁର ବ୍ଲକ ପଢୁଆଁ ଗ୍ରାମପଞ୍ଚାୟତ କିଶୋରୀ ମଳିକ ସେ ବାଲେଶ୍ବର ସ୍ଥିତ ପରିମିଟଘାଟରେ ମତ୍ସ୍ୟ ଧରିବା ବୋଟ ଚାଳକ । ଆଜି ତା ସାଙ୍ଗ ମୁନା ମଳିକଙ୍କ ସହିତ ଘରକୁ ଫେରୁଥିବା ବେଳେ ସୋର ନାୟିକା ବନ୍ଦ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ଥ ହୋଇଛି ଉଭୟ ଦୁଇ ଜଣ ରକ୍ତାକ୍ତ  ଅବସ୍ତାରେ ସୋର ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ।ଅନ୍ୟ ପକ୍ଷରେ ଗତ ଦୁଇଦିନ ତଳେ ଠିକ ଏକ ବିଭତ୍ସ ଦୁର୍ଘଟଣାରେ ବାଇକ ଆରୋହିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଏକ ଦୁର୍ଘଟଣା ସୋର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିକରିଛି ।

Leave a Reply

Your email address will not be published. Required fields are marked *