ସୋର : ସୋର ନାଇକା ବନ୍ଦ ଠାରେ ସଡକ ଦୁର୍ଘଟଣା ସୋର ୧୬ନଂ ଜାତୀୟ ରାଜପଥ ନାୟିକା ବନ୍ଧ ଠାରେ ସଡକ ଦୁର୍ଘଟଣାରେ ବଇକ ଅରୋହୀ ଜଣକ ମୃତ୍ୟୁ ବରଣ କରିଛନ୍ତି । ଆନ୍ଦ୍ର ପ୍ରଦେଶରୁ ବ୍ରଏଲର କୁକୁଡା ବୋଝେଇ ଟ୍ରକ ସହିତ ବାଇକ ଆରୋହୀ ଜଣକର ପଛପଟୁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟାଭୟ ଥିଲା ଯେ ବାଇକ ଅରୋହୀ ଜଣକ ମୁଣ୍ଡଟି ଶରିରରୁ ସମ୍ପୁଣ୍ଣ ଅଲଗା ହୋଇଯାଇଥିଲା । ବାଇକ ଅରୋହୀ ଜଣକ ଠିକଣା ମୁଗୁନି ପୁର ଅଞ୍ଚଳର ଶଶିକାନ୍ତ ନାୟକ ସେ ତାଙ୍କ ଶଶୁର ଘର ଚହଳିମା ତାଙ୍କ ସ୍ତ୍ରଙ୍କୁ ଛାଡିବାକୁ ଯାଉଥିଲେ ବେଳେ ଦୁଘଟଣା ଘଟିଛି। ଘଟଣା ସ୍ଥଳରେ ସୋର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
