ଆସିଗଲା ଆସିଗଲା ସମ୍ବର୍ଦ୍ଧନା ରୁତୁ , ଜମି ଦଲାରି ବି ଶ୍ରେଷ୍ଟ ସାମ୍ବାଦିକ

ସୋର : ଗୋଟାଏ ଋତୁ ଆସେ ଯାହାକୁ କୁହାଯାଏ କୁକୁରିଆ ଋତୁ । ମାନେ କୁକୁରମାନେ ବଂଶ ବୃଦ୍ଧି ନିମନ୍ତେ ରାସ୍ତା କଡରେ ଶାରିରୀକ ସମ୍ପର୍କ ରଖନ୍ତି। ଠିକ୍ ସେମିତି କିଛି ଲୋକ ଜାନୁଆରୀ ମାସଠୁ ସମ୍ବର୍ଦ୍ଧନା ଦେବା ବା ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି ଯାହାକୁ କିଛି ଲୋକ କୁହନ୍ତି ଯାଲି ସମ୍ବର୍ଦ୍ଧନା ୠତୁ । ମାନେ ଏହି ଋତୁରେ ଅଶତି ବି ଶତି ହୋଇଯାଏ ବାଞ୍ଜରବି ଛୁଆ ହୁଏ, ମାତ୍ର ଗୋଟିଏ କାଗଜ ଆଉ ଖଣ୍ଡେ ଚହମିରେ। ଆଗରୁ ସେଇ କାଗଜ ବନ୍ଧା ହେଉଥିଲା ଏବେ ଖାଲି କଲର ଜେରକ୍ସ କରିକି ଦେଇଦେଉଛନ୍ତି। ତେବେ ଏଇ ୠତୁ ଆରମ୍ଭରୁ ସୋରର ଏକପ୍ରତିଷ୍ଠିତ ଅନୁଷ୍ଠାନ ତରଫରୁ ଜଣେ ଜମିଦଲାରିକୁ ସାମ୍ବାଦିକ କହି ପୁରସ୍କୃତ କରାଯିବାକୁ ସାଧାରଣ ଲୋକ ଘୃଣା କରିଛନ୍ତି। ତେବେ ମିଳିଥିବା ସୂଚନା ମୂଳେ ଏହି ବ୍ୟକ୍ତି ଜଣକ ନିଜ ଗ୍ରାମରୁ ତଡା ଖାଇବା ପରେ ସୋରରେ ସେହି ଅନୁଷ୍ଠାନ ନାମରେ କାର୍ଯ୍ୟକରି ଚୋରିକରି ଚଳୁଥିଲେ ,ପରେ ଏକ ବେଆଇନ ସଂଗଠନ କରି ବର୍ଷକୁ ଥରେ କିଛି ରାଣ୍ଡୁଆ ଭାଡୁଆଙ୍କୁ ଡାକି ଠିଆପାଲା କରି କିଛି ଲୋକଙ୍କୁ ସମ୍ବର୍ଦ୍ଧିତ କରୁଛି। ସେହି ବ୍ୟକ୍ତି ଜଣକ ସେହି ଅନୁଷ୍ଠାନରୁ ୭୦ହଜାର ଲୁଟକରିକି ଖାଇଥିବା ସୂଚନା ରହିଛି , ଟାଇଲ୍ସ ପକେଇବ କହିକି ୪୦ ହଜାର ଲୁଟିଥିଲା , ସେହି ଅନୁଷ୍ଠାନ ସହିତ ଜଡିତ ଜଣେ ବ୍ୟକ୍ତିଙ୍କ କୋଟି କୋଟି ଟଙ୍କାର ସମ୍ପତି ମଧ୍ୟ ଆତ୍ମସାତ କରିଛି । ତା ‘ ପରେବି ବେହିଆ ସଂସ୍ଥା ତାକୁ ପୁରଷ୍କୃତ କରାଇ ଡକାୟତି କରିବାକୁ ସହଯୋଗ କରୁଛି ଛି, ଛି, ଛି ଏଗୁଡାକୁ ବେହିଆମି କୁହାଯାଏ। ସବୁପରେ ସିଏ ଜମି ଦଲାରି ତାକୁ କାହିଁକି ସାମ୍ବାଦିକତା ପାଇଁ ପୁରଷ୍କୃତ କରାଜିବ ? ଜଣେ ସାମ୍ବାଦିକ ବା ସମ୍ପାଦକକୁ ତା ସଂସ୍ଥା ବା ସାଧାରଣ ଲୋକ ପୁରସ୍କୃତ କରିବେ ଇଏ ସବୁ କିଏ ପୁରସ୍କାର ଦେବାକୁ ଏମେନେ କେବଳ ମଝି ଫଡିଆ ମାଲିସ୍ କରି ଟଙ୍କା ନେବାକୁ ମାନପତ୍ରବିକୁଛନ୍ତି ବୋଲି କୁହାଯାଇପାରେ। ତେବେ ଏଭଳି ମାନପତ୍ର ବିକି ବାବୁ ମାନେ ସିନା ନିଜେ ମାନପତ୍ରପାଇବାକୁ ବାଟଖୋଲୁଛନ୍ତି ଲୋକ କିନ୍ତୁ ଏମାନଙ୍କୁ ହିନସ୍ତା, ତଳ ଟେକା ବୋଲି କହୁଛନ୍ତି।

Leave a Reply

Your email address will not be published. Required fields are marked *