ବାଲେଶ୍ବର : ଡକାୟତିର ନୂଆ ତରିକା ସ୍ତ୍ରୀ ନାମରେ ସ୍ବାମିର ଲୁଟ। ନିଜକୁ ଏକ ଜାତୀୟ ସ୍ତରର ରାଜନୈତିକ ଦଳର ଗେଣ୍ଡୁକହୁଥିବା ବାଲେଶ୍ବର ଜିଲ୍ଲାର ଜଣେ ବ୍ଲକ ଅଧକ୍ଷାଙ୍କ ଇହ କାଳ ପରକାଳର ଦେବତା ମାନେ ଘଇତା ସେହି ବ୍ଲକରେ ଜଣେ ଯୁବକଙ୍କୁ ଚାକିରି ଦେବେ କହି ତାଙ୍କ ଭିଣୋଇଙ୍କ ପାଖରୁ ୯୦ହାର ଟଙ୍କା ଠକି ନେଇ ଥିଲେ। ଏହି ଠକେଇରେ ଜଣେ ସରକାରୀ କର୍ମଚାରୀ ମଧ୍ୟ ସମ୍ପ୍ରୁକ୍ତ ଅଛନ୍ତି।ତେବେ ଉଭୟ ଯୁବକଙ୍କ ଭିଣୋଇଙ୍କୁ ଟଙ୍କା ଫେରାଇ ଦେବେ କହି ଫେରାଉନଥିବା ବେଳେ ଯୁବକଙ୍କ ଭିଣୋଇ ଏ ବାବଦରେ ଦଳର ବିଧାୟକ ପ୍ରର୍ଥିଙ୍କୁ ଜଣାଇଥିଲେ ସେ କହିଥିଲେ ଟଙ୍କା ସେମାନଙ୍କ ପାଖରୁ ଆଣି ଫେରାଇ ଦେବି ଚେକ ବାଉନ୍ସ କେସ କରନି ଆମ ଦଳ ବଦନାମ ହେବ ସିଏତ ଲୋକଙ୍କୁ ଭତ୍ତା କରେଇଦେବ କହି ଟଙ୍କା ନଉଛି। କିନ୍ତୁ ନେତା ଜଣଙ୍କ ଏବେ ଧରା ଚୁହାଁ ଦେଉ ନାହାନ୍ତି। ତେବେ ନିଜକୁ ରାଜନେତା ବା ଲୋକପ୍ରତିନିଧୀ କହି ଡିଣ୍ଡିମ ପିଟୁଥିବା ଲୋକ କେତେ ଚାଲାକିର ସହ ଲୋକଙ୍କୁ ଠକି ପାରନ୍ତି ତାହା ଏଇଠୁ ବାରି ହୋଇ ପଡୁଛି। ତେବେ ଉକ୍ତ ଯୁବକ ଓ ତାଙ୍କ ଭିଣୋଇ ଆଇନର ଆଶ୍ରୟନେବା ଏକରକମ ସ୍ତିର ହୋଇଥିବା ବେଳେ। ଉକ୍ତ ମହାମାନ୍ୟବ୍ୟକ୍ତିଙ୍କ ନାମ ଆମେ ଆଗାମି ଦିନରେ ସ୍ପଷ୍ଟ କରିବୁ ନିଶ୍ଚିତ। ତେବେ ଏଠି ସାଧାରଣ ଲୋକଙ୍କୁ ଜଣାଇ ଦେବାକୁ ଚାହୁଁ କି ଉକ୍ତ ବ୍ୟକ୍ତିଙ୍କ ଅର୍ଥଫେରାଇବା ପାଇଁ ଆମେ ଏହି ଅଭିନବ ଉପାୟରେ ଡକାୟତି କରିଥିବା ବ୍ୟକ୍ତିଙ୍କ ନାମପ୍ରକାଶ କରିନୁ ଟଙ୍କା ନଫେରାଇଲେ ସେମାନଙ୍କ ନାମପ୍ରକାଶ କରାଜିବ ା ତେବେ ଏହି ସମ୍ବନ୍ଦର ବହୁତ କଲ ରେକର୍ଡ ଆମର ହସ୍ତଗତ ହୋଇଛି ଟଙ୍କା ନଦେଇ ଖସିଜିବାକୁ ଚେଷ୍ଟାକଲେ ସେ ସବୁ ପ୍ରତିଦିନ କିଛି କିଛି କରି ପ୍ରକାଶ କରିବୁ ା
