ଆଜିର ରାଶିଫଳ

ମେଷ : ଅଫିସରେ ପରିସ୍ଥିତି ଅନୁକୂଳ ରହିବ । ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ । ବ୍ୟବସାୟ ବିସ୍ତାର କରିବେ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ ।

ବୃଷ : ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ । ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି । ଘରକୁ ବନ୍ଧୁ ଆସିବେ । ପାରିବାରିକ ଜୀବନ ସୁଖମୟ ହେବ ।
ମିଥୁନ : ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ । ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ । ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ ।

କର୍କଟ : କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ । ପୁରୁଣା ଚୁକ୍ତିରୁ ଲାଭ ମିଳିପାରେ । ଘରୋଇ କାମ ନେଇ ପରିବାର ଲୋକଙ୍କ ସହିତ ଆଲୋଚନା କରିବେ ।

ସି˚ହ : ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । ଟେଲି କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ ।

କନ୍ୟା : ଆପଣଙ୍କର ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଘରକୁ ନୂଆ ବନ୍ଧୁ ଆସିବେ । ଖୁସି ହୋଇ ଅଧିକ ଖର୍ଚ୍ଚ କରିପାରନ୍ତି ।

ତୁଳା : ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ । ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାର ଅବସର ପାଇବେ । ବ୍ୟବସାୟରେ ଅଧିକ ଲାଭ ହେବ ।
ବିଛା : ବିବାଦ ଠାରୁ ଦୂରରେ ରୁହନ୍ତୁ । ବ୍ୟବସାୟରେ ସଉଦା ଲାଗି ଦୂର ସ୍ଥାନକୁ ଯିବେ । ବିଜ୍ଞାନ ଛାତ୍ର କିଛି ନୂଆ ବିଷୟରେ ଶିକ୍ଷା ଲାଭ କରିବେ ।
ଧନୁ : ଲାଗିରହିଥିବା ବିବାଦର ସମାଧାନ ହୋଇପାରେ । ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି । ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ ।

ମକର : ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ । ବେପାର ଉଦ୍ୟୋଗରେ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ ।

କୁମ୍ଭ : କୌଣସି ପ୍ରସଙ୍ଗ ନେଇ ମନ ଅସ୍ଥିର ହୋଇପାରେ । ବିରୋଧୀଙ୍କ ପ୍ରତି ସତର୍କ ରୁହନ୍ତୁ । ରାଜନୀତିରେ ନେତୃତ୍ବ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବେ ।
ମୀନ : ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । କର୍ମଜୀବୀ ମହିଳାଙ୍କୁ ଅଫିସରେ ପଦୋନ୍ନତି ମିଳିବ ।

Leave a Reply

Your email address will not be published. Required fields are marked *