ଟଙ୍କା ବଣ୍ଟା ଅଭିଯୋଗ ନେଇ ପର୍ଥୀଙ୍କୁ ନୋଟିସ

ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ଟଙ୍କା ବଣ୍ଟା ରାଜନୀତି ଘଟଣାରେ ସୁନ୍ଦରପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକଙ୍କୁ କାରଣ ଦର୍ଶାଅ ନୋଟିସ । ଚାନ୍ଦବାଲି ପଞ୍ଚାୟତ ସମିତ ପକ୍ଷରୁ ଜାରି ହୋଇଛି ନୋଟିସ । ଟଙ୍କା ବାଣ୍ଟୁଥିବା ଭିଜୁଆଲ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *