୨୬ ଡିସେମ୍ବର ୨୦୧୮ ବୁଧବାର ଦିନ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ର ସମସ୍ତ ଦଳୀୟ କର୍ମୀ, ୱାର୍ଡ କମିଟି ର ସଭ୍ୟ , ଛାତ୍ର , ଯୁବକ, ମହିଳା, କୃଷକ ସଂଘଟନ ର ସଭ୍ୟ ମାନେ ସାମିଲ ହୋଇ ପ୍ରତିଷ୍ଠା ଦିବସ ପାଳନ କରିବେ। ଏହି ପ୍ରତିଷ୍ଠା ଦିବସ ରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେବେ । ଏହି ଦିବସରେ ବିଜୁ ଜନତା ଦଳର ନେତାମାନେ , ସାଂସଦ , ମନ୍ତ୍ରୀ ଓ ୫୦୦୦ କର୍ମୀ ଯୋଗଦେବେ।
