ଭୁବନେଶ୍ବର, ପିି
ଭୁୁୁବନେଶ୍ୱ:ଡାକ୍ତରଙ୍କ ଘରୁ ଚୋରି ଘଟଣାରେ ଲକ୍ଷ୍ମୀ ସାଗର ପୋଲିସ ରବିବାର ଜଣେ ଯୁବକଙ୍କୁ ଗିରଫ କରିଛି ଗିରଫ ଯୁବକ ଜଣକ ହେଲା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ବସ୍ତିରେ ରହୁଥିବା ଦୀପୁ ଛତ୍ରୀ ତାକୁ ଲକ୍ଷ୍ମୀସାଗର ଥାନା ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଛି ଉଲ୍ଲେଖ ଥାଉ କି, ଗତ ନଭେମ୍ବର ୨୫ରେ କଟକରୋଡ ନିକଟରେ ରହୁଥିବା ଡାକ୍ତର ପରେଶ କୁମାର ପଟ୍ଟନାୟକଙ୍କ ପରିବାର ସହ ରାଜ୍ୟ ବାହାରକୁ ବୁଲିବାକୁ ଯାଇଥିବାବେଳେ ଦୀପୁ ତାଙ୍କ ଘର ତାଲା ଭାଙ୍ଗି ସୁନା ଅଳଙ୍କାର, ୧ଲକ୍ଷ ଟଙ୍କା, ଦୁଇଟି ଲ୍ୟାପଟପ୍ ଓ ୨ଟି ଫୋନ ଚୋରି କରିନେଇଥିଲା ଡାକ୍ତର ପରେଶ ଭୁବନେଶ୍ୱର ଫେରିବା ପରେ ଏନେଇ ଥାନାରେ ଲିଖÒତ ଅଭିଯୋଗ କରିଥÒଲେ ପୋଲିସ ଏନେଇ କେସ୍ ନଂ ୩୦୬/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥÒଲା ତେବେ ରବିବାର ପୋଲିସ୍ ଉକ୍ତ ଅଭିଯୁକ୍ତକୁ ଗିରଫ କରି ତା ନିକଟରୁ ୪୫ ଗ୍ରାମ ସୁନା, ୪୦ହଜାର ଟଙ୍କା ସହ ଏକ ଆକ୍ଟିଭା(ନଂ-ଓଡି୦୨ଏ୨୯୭୦୩) ଜବତ କରିଛି ପୂର୍ବରୁ ଦୀପୁ ନାଁରେ ଲକ୍ଷ୍ମୀସାଗର ଥାନାରେ ୩ଟି ମାମଲା ରହିଛି ବୋଲି ଜଣାପଡ଼ିଛି
