କମ୍ବଳ ବଣ୍ଟନ


ହେଲ୍ପ ଟୁ ହେଲ୍ପ ଅନୁଷ୍ଠାନ ତରଫରୁ ଶୀତରେ ଥରୁଥିବା ଲୋକ ମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି।ଏହି ଅନୁଷ୍ଠାନ ର ସ୍ୱେଚ୍ଛାସେବୀ ମାନେ ସବୁ ସମୟରେ ଗରିବ ଲୋକମାନଙ୍କ ପାଇଁ ସାହାଯ୍ୟ ର ହାତ ବଢାଇ ଥାନ୍ତି।

Leave a Reply

Your email address will not be published. Required fields are marked *