ମିନି ଟ୍ରକ ଧକ୍କାରେ୨ମୃତ୍ୟୁ ।

ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଅହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ହିରୋ ଗାଁ ନିକଟରେ ଘଟିଛି।

ସୂଚନା ଅନୁସାରେ ଏକ ମିନି ଟ୍ରକ୍‌ରେ ୩୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷ ଓ ଛୋଟ ପିଲା ଏକ ଅସୁସ୍ଥ ଦନ୍ତାହାତୀକୁ ଦେଖିବାକୁ ଯାଉଥିଲେ। ଏହି ସମୟରେ ହିରୋ ଗାଁ ନିକଟରେ କୌଣସି କାରଣରୁ ମିନି ଟ୍ରକ୍‌ଟି ଓଲଟି ପଡ଼ିଥିଲା।

Leave a Reply

Your email address will not be published. Required fields are marked *