ଲୁଟ ନୁହଁ ମହା ଲୁଟ , ସତ୍ୟ ନୁହଁ ଅସତ୍ୟ ନାୟକ , ମାଇପ ଫେଣ୍ଡ୍ରି ମୁହିଁ ନେତ୍ରି , ଘଇତା ଦେଉଛି ସୁରଖ୍ୟା

ସୋର : ଲଜ୍ୟାକୁ ଡରିକି ଲୋକ ଲୁଗା ପିନ୍ଧନ୍ତି ଜିଏ ଅଲଜ୍ୟା ହେବ ଲୁଗା କାଢିକି ଫିଙ୍ଗିଦେଇକି ଲଙ୍ଗଳା ହେଇକି ଜନ୍ତ୍ରଦେଖେଇକି ରାସ୍ତାର ଧାଇଁବ ତାକୁ କେ କଣ କରିପାରିବ I କିଛି ନେତା ନେତ୍ରିଙ୍କର ଗଲ ଗଲ ମାରିବା ପାଇଁ ନାୟକ ଭଳି କିଛି ଡାକ୍ତର ଅଛନ୍ତି ଜେଉଁ ମାନଙ୍କୁ ସେଇ ନେତା ମାନେ ସୁରଖ୍ୟା ଦିଅନ୍ତି I ମାନେ ସାଧାରଣ ଲୋକଙ୍କ ଟଙ୍କା ଚୋରି କରି ନିଜେ ଲୁଟିକି ଛୁଆ ପିଲାକୁ ଅମଣିସ କରନ୍ତି ନେତାଙ୍କୁ ଦେଇକି ତାଙ୍କ କୁରୁଣ୍ଡ ମୁଟା କରନ୍ତି I ଗତ ଦୁଇଦିନ ତଳେ ଆମେ ଲେଖିଥିଲୁ ଜଣେ ଭଡୁଆ ନେତା ସୋର ଡାକ୍ତର ଖାନାର ଏକ୍ସରେ ମେସିନ ଚୋରିର ସାମିଲା ଥିବା ଡାକ୍ତର ଏସ ଏନ ନାୟକକୁ ସୁରଖ୍ୟା ଦେଉଛି , ଆଜି ତା ଖବର ମିଳିଲା ସେ ହେଉଛି ମାଇପ ବୋଲକରା ଗେଣ୍ଡଳ I ତା ବଳରେ ଏ ନାୟକ ବଳିଆନ ହେଇକି ସେ ଏକ୍ସରେ ମେସିନ ଗାଏପ କରିଛି I ଡାକ୍ତର କମ ବେପାରି ବେସି ଭଳି ଉତ୍ତର ଦେଉଛି ନାୟକ , ତାକୁ ପଚରାଗଲା ସେ ଏକ୍ସରେ ମେସିନ କାଇଁ ? ସେ ଡିହ ଗାଲୁଆଙ୍କ ଭଳି କହୁଛି ଖଣ୍ଡ ଖଣ୍ଡ ହୋଇକି ପଡିଛି , ସେଟା ଏକ୍ସରେ ମେସିନ ନା ମାଟି ଡାଳିଆ ଭାଙ୍ଗିକି ଖଣ୍ଡ ଖଣ୍ଡ ହୋଇଗଲା I ଜଦି ଭାଙ୍ଗିକି ପଡିଥିଲା ସେ ସାର୍ଭିସ ରିପୋର୍ଟରେ ମେସିନ ମିଳିଲାନି ବୋଲି କେମିତି ଲେଖାଗଲା ଆଉ ସେଥିରେ କେମିତି ଦସ୍ତକତ ମାଇଲେ ନାୟକ ବାବୁ , କଣ ନିଶାରେ ଥିଲ I ଚୋରି କରିଥିବା ଲୋକ କେବେବି ମାନେନି ତାକୁ ଚେଞ୍ଚେୟା ଛାଟ ଦରକାର I  ସୋର ଡାକ୍ତର ଖାନାର  ରାହୁଳ ବୋଲି ଜଣେ ଡାକ୍ତର କମ ଦଲାଲ ଥିଲା ୨୦ହଜାର ଜରିମାନା ଦେଇଛି , ପୁଣିତଡିପାର ହେଇକି ଜାଜପୁରରେ ଡାକ୍ତର କମ ଜଗୁଆଳ ହୋଇକି ରହିଛି I ମନେରଖ ଏକ୍ସରେ ମେସିନ ଚୋର ବିଳମ୍ବ ହୋଇପାରେ କିନ୍ତୁ ତୋରବି ସେଇ ଅବସ୍ତା ହେବ I ଏଇଟା ସୋର ସେ ମେସିନ ସୋର ଲୋକଙ୍କ ପାଇଁ ଥିଲା ତୁ ବା ତ ନିର୍ଦେଶରେ କେହି କର୍ମଚାରୀ ବିକିଛି ତୁରନ୍ତ ଆଣିକି ରଖ , ସେଇଟା କଉ ଭଡୁଆ ନେତାର ବାପ ଟଙ୍କା ନୁହଁ କି କଉ ଡାକ୍ତର ତା ଦରମା ଟଙ୍କାରେ ଦେଇନି I ସମୟ ଆସିବ ନିଜକୁ ନିଜେ ଘ୍ରୁଣା କରିବ ଏଇ କର୍ମ ପାଇଁ I ଏକ୍ସରେ ମେସିନ ଚୋରିରେ ନାୟକ ଏକା ନା ଆଉ କିଏ ସାମିଲ , ମେଡିକାଲରୁ ଆଉ କଣ କଣ ଚୋରି ହୋଇଛି ସବୁବି ଗୋଟି ଗୋଟି ବାହାରିବ I ମେଡିକାଲ କା ମା ଘଇତାର ନୁହଁ ସେଇଟା ଆମ ସମ୍ପତି ଜିଏ ଚୋରି କରିବ ସେ ନର୍କରେ ପଡିବ , ବିଷ୍ଟା ଖିଆ ଲଜ୍ୟା ଲାଗୁନି ଛି ଇଏ କୁଆଡେ ଭଗବାନ I ଏଇ ଘଟଣାର ଭିଜିଲାନ୍ସ ତଦନ୍ତ ଜେତେବେଳେ ହେବ ସେତେବେଳେ କଉ ନେତା ତୋ ପିଠିର ପଡିବ ସେଇଟାବି ଦେଖାଜିବ , ଖାଲି ସମୟକୁ ଅପେଖ୍ୟା I

Leave a Reply

Your email address will not be published. Required fields are marked *