ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି । ବ୍ରହ୍ମପୁର ଆର ଏଣ୍ଡ ବି ଡିଭିଜନ-୧ ର କନିଷ୍ଠ କିରାଣି ଏଲ.କାମରାଜୁ ଦାସଙ୍କ ଘରେ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ । ଏକକାଳୀନ ୩ ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସର ୩ ଟି ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ୨ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟରଙ୍କ ସହ ବହୁ ଅଧିକାରୀ ସାମିଲ ରହିଛନ୍ତି ।
