ୟୁରୋକିଡ ର ବାର୍ଷିକ ଉତ୍ସବ

ପାରାମାଉଣ୍ଟ ପଡ଼ିଆ ରେ ୟୁରୋକିଡ ବିଜେବି ନଗର ର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ସ୍କୁଲ ର ଅଧ୍ୟକ୍ଷା ଜୋସନାମୟୀ ପରିଡା ସ୍ଵାଗତ ଭାଷଣ ଦେଇଥିଲେ। ପ୍ଲେ , ନର୍ସରୀ ଓ ସିନିଅର ପିଲାମାନେ ବିଭିନ୍ନ ପ୍ରକାର ଖେଳ ରେ ଅଂଶ ଗ୍ରହଣ କରିଥିଲେ। ସବୁ ପିଲା ମାନଙ୍କୁ ମେଡାଲ ଓ ହେଲଥ ଇଜ ୱେଲଥ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *