ଆନ୍ଦୋଳନ ବ୍ୟୁର : ଦିନକୁ ଦିନ ଗାଈ ଫାର୍ମିଙ୍ଗର ଚାହିଦା ବଡୁଛି – covid19 ର ଲକ ଡାଉନ ପରେ ବହୁତ ଗାଈ ଫାଂର୍ମିଙ୍ଗ ଓଡିଶା ରେ ଗଡି ଉଠିଥିବା ବେଳେ ଖୋର୍ଦ୍ଧା ରେ ଗଡିଉଠିଥିବା ଏକ ବିଶାଳ ଗିରି ଗାଈ ଫାର୍ମ I ଯାହାକୁ ପ୍ରତିଷ୍ଠା କରିଛନ୍ତି ଦୀପ୍ତି ରଞ୍ଜନ ମାର୍ଥା (ପପି ଭାଇ ) . ଏହା ପୂର୍ବ ଭାରତର ସର୍ବ ବୃହତ ଗିରି ଗାଈ ଗୋଶାଳା . ଦିପ୍ତି ଜଣେ ସମାଜ ସେବି ସେ ବହୁତ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାର ନଜିରା ଅଛି – real estate / mines ଏବଂ ବିଭିନ ବ୍ୟବସାୟକୁ ସଫଳତାର ସହ କରିବା ପରେ ଏବେ ହଳଦିଆ ଠାରେ steve dores କାମ କରୁଛନ୍ତି – ଭାରତକୁ ଛାଡି ଦେଲେ ତାଙ୍କର ବିଦେଶରେ ମଧ୍ୟ ବ୍ୟବସାୟ ଅଛି | ଅଷ୍ଟ୍ରେଲିଆ ଏବଂ ସ୍ପେନ ରେ ତାଙ୍କର କତା ବ୍ୟବସାୟ ଅଛି | ସେ ସଫଳତାର ଆଉ ଏକ ପାଦ ଆଗକୁ ଯାଇ ବ୍ରାଜିଲରେ ଏବେ ବୃହତ ଗୀରିଲାଣ୍ଡ ଫାର୍ମ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି | ତାଙ୍କର ଖୋର୍ଦ୍ଧାରେ ଥବା ଫାର୍ମରେ ନୂତନ କୌଶଳୀ ରେ ଗାଈ ମାନଙ୍କ ରହିବ ଖାଇବା ବ୍ୟବସ୍ତା କରାଯାଇଛି I ଏଠାରେ ଗାଈ ମାନଙ୍କ ର ସଫା ସୁତୁରା ଉପରେ ବିଶେଷ ଧ୍ୟାନ ରଖାଯାଇଥାଏ | ଏଠାରେ ଦୁଗ୍ଧ ଉପ୍ତାଦନ ପାଇଁ ନୂତନ ଜ୍ଞାନକୌଶଳୀ ର ପ୍ରୟୋଗ କରାଯାଇଅଛି | ଦିପ୍ତି ସଦା ସର୍ବଦା ଗାଈ ମାନଙ୍କ ଯତ୍ନ ଉପରେ ବିଶେଷ ଧ୍ୟାନ ଦେଇ ଥାନ୍ତି | ତାଙ୍କର ଏଭଳି ଗୋମାତା ପ୍ରତି ଭଲ ପାଇବାକୁ ବିଭିନ୍ନ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଅଛି |
