ବିଜଡି ସରକାର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ କୁଏଣ୍ଟାଲ ପିଛା ୭୫୦ଟଙ୍କା କାଳିଆ ଯୋଜନା ରେ ଘୋଷଣା କରିଛନ୍ତି। କାଳିଆ ଯୋଜନା ରେ ୫୦ହଜାର ଋଣ ବିନା ସୁଧାରେ ଚାଷୀଙ୍କୁ ମିଳିବ। ଏହି ଯୋଜନା ସବୁ ଥିଲା ଓ ଏଥିପାଇଁ କୌଣସି ନୂଆ ଯୋଜନା କରାଯାଇ ନାହିଁ କହିଛନ୍ତି ଅଖୟ କୁମାର ନବ ନିର୍ମାଣ କୃଷକ ସଙ୍ଗଠନ।
Your email address will not be published. Required fields are marked *
Comment *
Name *
Email *
Website