ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ତୀବ୍ର ବିରୋଧ

ପୁରୀ : ପୁରୀ ଚକ୍ରତୀର୍ଥ ରୋଡ୍ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ତୀବ୍ର ବିରୋଧ କରାଯାଇଛି । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ପକ୍ଷରୁ ଖୋଳାଯାଇଥିବା ବାଲିରେ ବସି କ୍ଷୁଦ୍ର ଓ ଉଠା ବ୍ୟବସାୟୀ ପ୍ରତିବାଦ କରିଛନ୍ତି । ବାଲି ସମାନ୍ତରାଳ ପାଇଁ ଆସିଥିବା ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରାଯାଇଛି । ତୁରନ୍ତ ଏହି ବ୍ଲୁ-ଫ୍ଲାଗ ବିଚ୍ ବାତିଲ ପାଇଁ ଦାବି କରିଛି ସଂଘ ।

Leave a Reply

Your email address will not be published. Required fields are marked *