ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଯବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଯୋଡାମ୍ବ ଥାନା ନାଡମେଞ୍ଜେରି ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଯବତ । ଯୋଡାମ୍ବ ଥାନା ଅନ୍ତର୍ଗତ ଘନବେଡା ଠାରେ ବି.ଏସ.ଏଫ କ୍ୟାମ୍ପ ପ୍ରତିଷ୍ଠା ପୂର୍ବରୁ ବି.ଏସ.ଏଫ, ଏସ.ଓ.ଜି ଓ ଡି.ଭି.ଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି କୁମ୍ବି ଅପରେସନ ବେଳେ ନାଡମେଞ୍ଜେରି ଗାଁ ନିକଟସ୍ଥ ଜଙ୍ଗଲରେ ମାଟି ତଳେ ମାଓବାଦୀ ମାନେ ପୋତି ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *