ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ ଏମଡି

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ ଏମଡି । ସମ୍ବଲପୁର ଜିଲ୍ଲା ଜମନକିରା ଲ୍ୟାମ୍ପର ଏମଡି ଫଣୀନ୍ଦ୍ର କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।ସମ୍ବଲପୁର ଓ ସୁନ୍ଦରଗଡର ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ସମ୍ବଲପୁର ପୁଟିବନ୍ଧ ସ୍ଥିତ ଭଡାଘର, ଜମନକିରା ସ୍ଥିତ ଅଫିସ, ଜମନକିରା ସ୍ଥିତ ଘର, ସୁନ୍ଦରଗଡ ବଡଗାଁ ଓ ଧନକଉଡାରେ ଚଢାଉ କରୁଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *