ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ । ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଅଭିଯୋଗରେ ୩ ସୁପାରୀ କିଲର ଗିରଫ ହୋଇଛି । ସୂଚନାଯୋଗ୍ୟ ଯେ, ଗୁଣିଗାରେଡି ସନ୍ଦେହରେ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଜଗନ୍ନାଥପୁର ଗ୍ରାମର ମାନସିଂ ସୋରେନଙ୍କୁ ୨୬ ତାରିଖ ରାତିରେ ହତ୍ୟା କରାଯାଇଥିଲା । ମାନସିଂଙ୍କୁ ସୁପାରୀ କିଲର ହତ୍ୟା କରିଥିଲେ । ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ।
