ନୂଆପଡା : ଭିଜିଲାନ୍ସ ପଞ୍ଝାରେ ଆଇସିଡିଏସ ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ର ଆଇସିଡିଏସ ସୁପର ଭାଇଜର ହର୍ଶମଣୀ ଦେଈ । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନୱାଡି ପଦବୀ କରେଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୁପରଭାଇଜର ଖଡିଆଳ ଥାନା ଅଁଳାଭଟା ଗାଁର ହୋଇଥିବା ବେଳେ ଖଡିଆଳରେ ଭଡା ନେଇ ରହୁଥିଲେ । ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ଅଁଳାଭାଟା ତିନୋଟି ସ୍ଥାନରେ ରେଡ୍ ଜାରି ରହିଛି ।
